କରଞ୍ଜିଆ ୦୫।୦୧ : ଘାଟିରେ ଦୁର୍ଘଟଣା । ୨୨୦ ନମ୍ବର ଜାତୀୟ ରାଜପଥ ବଣମୁଣ୍ଡା ନିକଟସ୍ଥ ମାଛକାନ୍ଦଣା ଘାଟିରେ ସିରିଜ୍ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।