News7 Logo
ରାଜ୍ୟ
ମହାନଗର
  • ଭୁବନେଶ୍ୱର
  • କଟକ
  • ସମ୍ବଲପୁର
  • ପୁରୀ
  • ରାଉରକେଲା
ଦେଶ ବିଦେଶ ରାଜନୀତି
ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ
ମନୋରଞ୍ଜନ ଅପରାଧ ଖେଳ ବାଣିଜ୍ୟ ରାଶିଫଳ ବିଶେଷ ପାଣିପାଗ ଜୀବନଚର୍ଯ୍ୟା
LIVE TV
  • ରାଜ୍ୟ
  • ମହାନଗର
    • ଭୁବନେଶ୍ୱର
    • କଟକ
    • ସମ୍ବଲପୁର
    • ପୁରୀ
    • ରାଉରକେଲା
  • ଦେଶ
  • ବିଦେଶ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ
  • ମନୋରଞ୍ଜନ
  • ଅପରାଧ
  • ଖେଳ
  • ବାଣିଜ୍ୟ
  • ରାଶିଫଳ
  • ବିଶେଷ
  • ପାଣିପାଗ
  • ଜୀବନଚର୍ଯ୍ୟା
daughter
ବଧାଇ ହୋ…. ୪ ପିଢି ପରେ ଜନ୍ମ ହେଲା ଝିଅ, ଡିଜେ ବଜାଇ ରଥରେ ଘରକୁ ସ୍ଵାଗତ କଲେ ପରିବାର

ମୁମ୍ଵାଇ ୦୩।୦୯; ମହାରାଷ୍ଟ୍ରର ବୀଡ ଜିଲ୍ଲାରୁ ଆସିଛି ଏକ ଅବିଶ୍ୱସନୀୟ ଏବଂ ହୃଦୟସ୍ପର୍ଶୀ ଖବର। ଯେଉଁଠାରେ ଝିଅର ଜନ୍ମକୁ କେବଳ ଏକ ପାରିବାରିକ...

SIR LIST
SIRରେ କଟିଲା ରାଘବ ଚଡ୍ଡାଙ୍କ ନାଁ, କହିଲେ- 'ଏଥିପାଇଁ ଆପ୍ ସରକାର ଦାୟୀ'

ନୂଆଦିଲ୍ଲୀ, ୦୩/୦୯: ଦେଶରେ ବିଭିନ୍ନ ରାଜ୍ୟରେ ସରିଛି ଏସଆଇଆର ତଥା ଭୋଟର ତାଲିକା ସଂଶୋଧନ । ଏଥିରେ ଅନେକ ବଡ ବଡ ବ୍ୟକ୍ତିଙ୍କ ନାଁ କଟିଥିବା...

Subarnarekha Flood
ଯୁଆଡ଼େ ଅନାଅ ଖାଲି ପାଣି ହିଁ ପାଣି; ସୁବର୍ଣ୍ଣରେଖା ବନ୍ୟାରେ ଉଜୁଡ଼ିଲା ଚାଷବାସ, ବଢ଼ିଲା ଲୋକଙ୍କ ଦୁଃଖ

ବାଲେଶ୍ୱର: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ହେଲେ କମୁନି ବନ୍ୟା ବିପତ୍ତି। ବୁଧବାର ତୁଳନାରେ ନଦୀରେ ପାଣି କିଛି କମିଥିଲେ ମଧ୍ୟ ଏବେବି ବି...

corruption
ମାଡ଼ି ଗଲାଣି ଦୁର୍ନୀତି, ବ୍ୟାଙ୍କ ଏବଂ ରେଲଓ୍ୱେରେ ବେଶି ! ଜାଣନ୍ତୁ କେଉଁ ବିଭାଗରେ ଆସିଛି କେତେ ଅଭିଯୋଗ ?

ନୂଆଦିଲ୍ଲୀ, ୦୩/୦୯: ଗତବର୍ଷ ବା ୨୦୨୫ରେ ୭୦, ୫୦୦ରୁ ଅଧିକ ଦୁର୍ନୀତି ଅଭିଯୋଗ ଆସିଛି। ସବୁଠାରୁ ଅଧିକ ଦୁର୍ନୀତି ଅଭିଯୋଗ ବ୍ୟାଙ୍କ୍ ଏବଂ ରେଳପଥ...

iran war
ବଦଳିଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜର ନାଁ ! ଏବେ 'ଟ୍ରମ୍ପ୍ ଷ୍ଟ୍ରେଟ୍' କହିଲେ ୟୁଏସ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୦୩/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ହୋର୍ମୁଜ ପ୍ରଣାଳୀକୁ ନେଇ ଅଜବ ଦାବି କରିଛନ୍ତି। ଏହାର ନାମ ତାଙ୍କ ନାମ...

russia iran usa
ଆମେରିକା-ଇରାନ ଯୁଦ୍ଧରେ ପଶିଲା ଋଷିଆ...ଏବେ ଓ୍ୱାଶିଂଟନରେ ପଡ଼ିବ ମିସାଇଲ, ଉଡ଼ିବ ହ୍ୱାଇଟ୍ ହାଉସ୍ !

ନୂଆଦିଲ୍ଲୀ, ୦୩/୦୯: ଇରାନର ଅସ୍ତ୍ରଭଣ୍ଡାର ଠୁଳ କରିବାରେ ଗୁପ୍ତ ଭାବେ ସହାୟତା କରୁଛି ରୁଷ୍। ଶକ୍ତିଶାଳୀ ସୁପରସୋନିକ ମିସାଇଲ ନିର୍ମାଣ କରିବା...

rainfall
ଉତ୍ତରରେ ଛାଡୁନି ବର୍ଷା, ଫୁଲିଲାଣି ସବୁ ନଦୀ...ପୁଣି ଥରେ ବନ୍ୟା !

ଭୁବନେଶ୍ୱର, ୦୩/୦୯: ଏବେ ଯାଏ ବନ୍ୟାରୁ ଆଶ୍ବସ୍ତି ମିଳିନଥିଲା । ଅନେକ ଲୋକେ ପାଣି ଘେରରେ ଥିଲେ । ବୋଝ ଉପରେ ନଳିତା ବିଡ଼ା ଭଳି ଉତ୍ତର ଓଡ଼ିଶା...

ladslide
ଓଡ଼ିଶାରେ ଆସିବ ଭୂସ୍ଖଳନ, ୧୨ ଜିଲ୍ଲାରେ ହେବ ଭୟଙ୍କର କ୍ଷତି ! ନେପାଳ ବନ୍ୟା ପରେ ମଡେଲ୍ ବଢାଇଲା ଡର

ଭୁବନେଶ୍ୱର, ୦୨/୦୯: ତିତିଲି ବାତ୍ୟା ପ୍ରକୋପରେ ପ୍ରଥମ ଥର ପାଇଁ ଭୟାନକ ଭୂସ୍ଖଳନ ସାମ୍ନା କଲା ଓଡ଼ିଶା। ଗଜପତି ଜିଲ୍ଲାରେ ମାଟି ଅତଡ଼ା ସହ କାଦ...

horoscope
Horoscope Today : ସେପ୍ଟେମ୍ବର ୩ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଦିନରେ ମିଶ୍ର ଫଳ ମିଳିବ। ସକାଳେ ମାନସିକ ଅସ୍ଥିରତା ରହିପାରେ। ପରେ ଧନ ଓ କାର୍ଯ୍ୟରେ ସୁଧାର ଆସିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିବ। ପରି...

crude
ଦିନକରେ ବ୍ରେଣ୍ଟକ୍ରୁଡ ୫% ମହଙ୍ଗା, ସେପ୍ଟେମ୍ବରରେ ବଢିବ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ପୁଣି ଆକ୍ରମଣ ପରେ ବିଶ୍ୱରେ ଅଶୋଧିତ ତୈଳ ଦର ଏବେ ଆକାଶ ଛୁଇଁଛି। ଗୋଟିଏ ଦିନରେ ବ୍ରେଣ୍ଟ କ୍ରୁଡ ବ୍ୟାରଲପିଛ...

Subhash Chandra Garg Questions India’s 7.8% GDP Growth
୭.୮% ଜିଡିପି ବୃଦ୍ଧି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ଅର୍ଥ ଓ ଆର୍ଥିକ ବ୍ୟାପାର ସଚିବ: କହିଲେ ମୋର ସନ୍ଦେହ ହେଉଛି, ଯାଞ୍ଚ ଆବଶ୍ୟକ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍‌ ତ୍ରୈମାସିକରେ ଭାରତର ଜିଡିପି ବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଯାହାକୁ ନେ...

Nepal Flood Compensation Demand at UN
ଆମର ଏ ଅବସ୍ଥା ପାଇଁ ଭାରତ, ଚୀନ ଆମେରିକା ଦାୟୀ, ଦାନ ନୁହେଁ ନ୍ୟାୟ ଦରକାର: ବଡ଼ ଅଭିଯୋଗ ଆଣିଲା ନେପାଳ

କାଠମାଣ୍ଡୁ: ନେପାଳରେ ଯାହା ଘଟିଗଲା ସେଥିପାଇଁ ଭାରତ, ଆମେରିକା ଓ ଚୀନ ଦାୟୀ। ଏଭଳି ଅଭିଯୋଗ ଆଣିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଶିସିର କାନାଲ...

  • Prev
  • 1
  • 2
  • ...
  • 28
  • Next

News


  • News7 Odia
  • Prameya-ePaper
  • Prameya-Odia
  • Prameya-English

Quick Links


  • Contact Us
  • Privacy Policy
  • Terms of Usage
YouTube Facebook Instagram Linkedin Twitter

www.prameyanews7.com

Copyright © 2025 - Summa Real Media Private Limited. All Rights Reserved.