Live Live
LIVE

Asha Bhosle: ବଡ଼ ଭଉଣୀଙ୍କ ଭଳି ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ, ଜାଣନ୍ତୁ କ୍ୟାରିୟରରୁ ବୈବାହିକ ଜୀବନ…

ଆଶା ଭୋସଲେ ପ୍ରାୟ ୮ ଦଶନ୍ଧି ଧରି ବଲିଉଡରେ ନିଜର ଛାପ ସୃଷ୍ଟି କରିଥିଲେ । ତାଙ୍କ କ୍ୟାରିଅରରେ ୧୨,୦୦୦ରୁ ଅଧିକ ଗୀତ ଗାଇ ସେ ଅନେକ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ । ସେ ୨୦ ରୁ ଅଧିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ ।
NEWS7
Asha Bhosle