ଜୟପୁରରେ ଚାଞ୍ଚଲ୍ୟ: ସ୍କୁଲରୁ ଡାକି ନେଇ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା !

ଜୟପୁରର ବାରିଣୀପୁର ପ୍ରୋଜେକ୍ଟ ହାଇସ୍କୁଲରେ ହତ୍ୟାକାଣ୍ଡ । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ସ୍କୁଲରୁ ଡାକି ନେଇ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
NEWS7
Jeypore News