ପୁରୀ

ମାରଣାସ୍ତ୍ର ଧରି ଆତଙ୍କ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ; ମୁଖ୍ୟ ଅଭିଯୁକ୍ତ ଗିରଫ

ମାରଣାସ୍ତ୍ର ଧରି ଆତଙ୍କ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ; ମୁଖ୍ୟ ଅଭିଯୁକ୍ତ ଗିରଫ

September 06, 2026

ପୁରୀ ୬।୯: ପୁରୀରେ ମାରଣାସ୍ତ୍ର ଧରି ଆତଙ୍କରାଜ ଖେଳାଇବା ସହ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଘଟଣାରେ ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଷଣ୍ଢକୁ ପୋଲିସ ଛଇତନା ଅଞ୍ଚଳରୁ ଶନିବାର ରାତିରେ ଗିରଫ କରିଛି । ଗତ ୩୧ ତାରିଖ ରାତିରେ ଅଭିଯୁକ୍ତ ଷଣ୍ଢ ତାର ସହଯୋଗୀ ମାନଙ୍କ ସହ ଶଗଡ଼ିଆ...

Palm sapling plantation: ହଜିଯାଇଥିବା ତାଳବଣିଆର ଗୌରବ ଫେରାଇବାକୁ ପ୍ରୟାସ, ରୋପଣ ହେଲା ୫ ହଜାର ତାଳ ଗଛ

August 30, 2026

ପୁରୀ ୩୦।୮: ଦିନେ ଯେଉଁ ଅଞ୍ଚଳ ହଜାର ହଜାର ତାଳ ଗଛରେ ପରିପୂର୍ଣ୍ଣ ଥିଲା, ଆଜି ସେହି ଅଞ୍ଚଳ ତାଳ ଗଛ ଶୂନ୍ୟ । ଏବେ ସମ୍ପୂର୍ଣ୍ଣ ତାଳଗଛ ଶୂନ୍ୟ ହୋଇପଡ଼ିଛି ତାଳବଣିଆ। ଦିନ ଥିଲା ପୁରୀର ତାଳବଣିଆରେ ହଜାର ହଜାର ତାଳଗଛ ଥିଲା। ତେବେ ବିଭିନ୍ନ ପ......

Palm sapling plantation: ହଜିଯାଇଥିବା ତାଳବଣିଆର ଗୌରବ ଫେରାଇବାକୁ ପ୍ରୟାସ, ରୋପଣ ହେଲା ୫ ହଜାର ତାଳ ଗଛ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା-ଅସରପାଙ୍କ ଦୌରାତ୍ମ୍ୟ, ଶ୍ରୀଅଙ୍ଗ ସୁରକ୍ଷା ନେଇ ଚିନ୍ତା

August 29, 2026

ପୁରୀ ୨୯।୮: ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ପ୍ରାଦ୍ରୁଭାବ ପୁଣିଥରେ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ନିଦ୍ରାରେ ଯିବା ସମୟରେ ମୂଷା ଓ ଅସରପା ମହାପ୍ରଭୁଙ୍କ ନିଦ୍ରାରେ ବାଧା ସୃଷ୍ଟି କରୁଛନ୍ତି। ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଦୌରାତ୍ମ୍ୟ ବଢ଼......

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା-ଅସରପାଙ୍କ ଦୌରାତ୍ମ୍ୟ, ଶ୍ରୀଅଙ୍ଗ ସୁରକ୍ଷା ନେଇ ଚିନ୍ତା

ରବିବାରଠୁ ମହାପ୍ରଭୁଙ୍କ ଝୁଲଣ ଯାତ, ସାତ ଦିନ ଧରି ଚାଲିବ ଏହି ଯାତ୍ରା

August 23, 2026

ପୁରୀ ୨୩।୦୮ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ ।ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ। ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ପରେ ଶ୍......

ରବିବାରଠୁ ମହାପ୍ରଭୁଙ୍କ ଝୁଲଣ ଯାତ, ସାତ ଦିନ ଧରି ଚାଲିବ ଏହି ଯାତ୍ରା

ଷ୍ଟେସନରେ ପହଞ୍ଚିବା ପୂର୍ବରୁ ତାଳଚେର-ପୁରୀ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ.. ଟଳିଗଲା ବଡ଼ ଅଘଟଣ

August 14, 2026

ପୁରୀ ୧୪।୮: ପୁରୀ ରେଲୱେ ଷ୍ଟେସନ ନିକଟରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଏକ୍ସପ୍ରେସ । ପୁରୀ ଷ୍ଟେସନ୍ ଠାରୁ ମାତ୍ର ୫୦୦ ମିଟର ଦୂରରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍ର ଇଞ୍ଜିନଟି ଲାଇନଚ୍ୟୁତ ହୋଇ......

ଷ୍ଟେସନରେ ପହଞ୍ଚିବା ପୂର୍ବରୁ ତାଳଚେର-ପୁରୀ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ.. ଟଳିଗଲା ବଡ଼ ଅଘଟଣ