Live Live
LIVE

ରାଜ୍ୟ

ଆଲୁଅ, ଅନ୍ଧାର ଚାଲିଛି ଜୁଆ ଖେଳ, ଖେଳିଲା ବାଲାଙ୍କଠୁ ଦେଖିଲାବାଲା ବେଶି, କିନ୍ତୁ  ପୋଲିସକୁ ଦିଶୁନି

ଆଲୁଅ, ଅନ୍ଧାର ଚାଲିଛି ଜୁଆ ଖେଳ, ଖେଳିଲା ବାଲାଙ୍କଠୁ ଦେଖିଲାବାଲା ବେଶି, କିନ୍ତୁ ପୋଲିସକୁ ଦିଶୁନି

March 07, 2026

ଭଦ୍ରକ: ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚାଲିଛି ଦୋଳ ମେଲଣ । ଭିଡ଼ର ଫାଇଦା ନେଇ ବେଧଡ଼କ ଭାବେ ଚାଲିଛି ଜୁଆ ଖେଳ । ଆଲୁଅ, ଅନ୍ଧାର ଭିତରେ ଜମୁଛି ଜୁଆ ଆଡ୍ଡା। ଘେରି ରହିଛନ୍ତି ଲୋକେ, ଆଉ ଖୁଲମଖୁଲା ଟଙ୍କା ନୋଟ୍ ଧରି ଚାଲିଛି ଜୁଆ ଖେଳ ମେଲଣ ସମୟରେ ଭଦ୍ରକ ଜିଲ୍ଲାର ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଠି ଖ...

ଦୁଇ ସାଙ୍ଗ ଏକାଠି ଯାଇଥିଲେ ପୋଖରୀ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

March 07, 2026

ଉଦଳା ୦୭।୦୩ : ବିଧିର ବିଧାନ, କେ କରିବ ଆନ। ଯେଣିକି ଟାଣଇ, ସେଣିକି ଯାଇ। ଏକାସାଙ୍ଗରେ ଚାଲିଗଲେ ଦୁଇ ସାଙ୍ଗ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗାଁରେ ଏମିତି କିଛି ଘଟଣା ଘଟିଛି। ଏ ଖବର ବି ପଢନ୍ତୁ:- ଖବର ଅନୁଯାୟୀ, ନଛି......

ଦୁଇ ସାଙ୍ଗ ଏକାଠି ଯାଇଥିଲେ ପୋଖରୀ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

ସିଏମ୍‌ସି ପାଇଁ ୧୨ଶହ ୬୮କୋଟିର ବଜେଟ୍ : ଆକାର ଖୁବ୍ ବଡ଼, କାର୍ଯ୍ୟକାରିତା ନେଇ ଉଠିଲା ପ୍ରଶ୍ନ

March 07, 2026

କଟକ ୭।୩: ଗତ ବର୍ଷ ତୁଳନାରେ ଆହୁରି ବୃହତ ହୋଇଛି କଟକ ମହାନଗର ନିଗମର ବଜେଟ । ଏଥର ୧୨ ଶହ ୬୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଯାହା ଆଜି କାଉନସିଲ ବୈଠକରେ ଉପସ୍ଥାପିତ ହୋଇଛି । ଯଦିଓ ବଜେଟର ଆକାର ଖୁବ ବଡ଼, କିନ୍ତୁ ଏହାର କାର୍ଯ୍ୟକ......

ସିଏମ୍‌ସି ପାଇଁ ୧୨ଶହ ୬୮କୋଟିର ବଜେଟ୍ : ଆକାର ଖୁବ୍ ବଡ଼, କାର୍ଯ୍ୟକାରିତା ନେଇ ଉଠିଲା ପ୍ରଶ୍ନ

UPSC ପରୀକ୍ଷାରେ ୧୦୦ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 07, 2026

ଭୁବନେଶ୍ୱର ୭।୩: ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC)ରେ ଅଲ୍ ଇଣ୍ଡିଆ ର‍୍ୟାଙ୍କ ୧୦୦ ହାସଲ କରିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା ନିଜ ବାପାମାଆଙ୍କ ସହ ଆଜି ଲୋକସେବା ଭବନଠା......

UPSC ପରୀକ୍ଷାରେ  ୧୦୦ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ରବିବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ପୁରୀରୁ ହେବ ଶୁଭାରମ୍ଭ

March 07, 2026

ଭୁବନେଶ୍ୱର ୦୭।୦୩ : ରବିବାର (ମାର୍ଚ୍ଚ ୮)ରେ ମିଳିବ ସୁଭଦ୍ରା ଟଙ୍କା | ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଏକ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଇ......

ରବିବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ପୁରୀରୁ ହେବ ଶୁଭାରମ୍ଭ