Live Live

ରାଜ୍ୟ

ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି, ବପରିବହନ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ

ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି, ବପରିବହନ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ

February 05, 2026

​​​​​​​ଭୁବନେଶ୍ବର: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଦେଓରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସର ଅତିରିକ୍ତ ଦାୟିତ୍ବ ମିଳିଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓରଞ୍ଜନ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ, ସେ ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ...

ସୋଫିଆ ତାଙ୍କ ଦଳ କଥା ବୁଝିବେ, ମୁଁ ନୂଆ ଦଳ କଥା ଚିନ୍ତା କରିବି କହିଲେ ମୋକିମ୍

February 05, 2026

ଭୁବନେଶ୍ୱର ୫।୨: କୃଷକଙ୍କୁ ନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍ଙ୍କ ବୈଠକ । ପ୍ରଥମେ ଯୁବକ ପରେ ମହିଳା ଏବେ ଚାଷୀଙ୍କୁ ନେଇ ବୈଠକ କରିଛନ୍ତି ମହମ୍ମଦ ମୋକିମ୍ । ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ଚାଷୀଙ୍କୁ ନେଇ ହୋଇଛି ବୈଠକ । ରାଜ୍ୟରେ......

ସୋଫିଆ ତାଙ୍କ ଦଳ କଥା ବୁଝିବେ, ମୁଁ ନୂଆ ଦଳ କଥା ଚିନ୍ତା କରିବି କହିଲେ ମୋକିମ୍

ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା : ୩ ବାଇକ୍ ଉପରେ ଚଢ଼ିଗଲା ବୋଲେରୋ, ବାପା-ମା’- ଛୁଆ ଆହତ

February 05, 2026

ଭୁବନେଶ୍ୱର ୫।୨: ଭୁବନେଶ୍ବର ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା । ବୋଲେରୋ ଧକ୍କାରେ ଏକାଧିକ ଗାଡ଼ି ଚୁରମାର୍। ତିନୋଟି ବାଇକ୍ ଉପରେ ଚଢ଼ିଗଲା ବୋଲେରୋ। ଦୁର୍ଘଟଣାରେ ମହିଳାଙ୍କ ସମେତ ତିନି ଜଣ ଆହତ ।ବାପା ମାଆ ଏବଂ ଛୁଆ ଆହତ ହୋଇଥିବା ଜଣ......

ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା : ୩ ବାଇକ୍ ଉପରେ ଚଢ଼ିଗଲା ବୋଲେରୋ, ବାପା-ମା’- ଛୁଆ ଆହତ

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା, ଏବେ ଆଜୀବନ ରହିବ ଜେଲ୍‌ରେ

February 05, 2026

ଭୁବନେଶ୍ୱର ୫।୨: ୨୦୨୪ରେ କ୍ୟାପିଟାଲ ଥାନା ଝରଣା ବସ୍ତି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ କାହ୍ନା ଓରଫ ନନ୍ଦ କିଶୋର ଓଝାକୁ ଆଜୀବନ ସଜା । ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ସେସନ୍ସ କୋର୍ଟ । ଏକତରଫା ପ୍ରେମରୁ ମହିଳାଙ୍କୁ ଛ......

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା, ଏବେ ଆଜୀବନ ରହିବ ଜେଲ୍‌ରେ

ଏଣିକି ହାତ ପାଆନ୍ତାରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

February 05, 2026

ଭୁବନେଶ୍ୱର ୫।୨: ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ । ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି । ଏଣିକି ସିଧା ସଳଖ ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ......

ଏଣିକି ହାତ ପାଆନ୍ତାରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ