Live Live

ରାଜ୍ୟ

ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ

ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ

February 08, 2026

କଣ୍ଟାବାଞ୍ଜି: ସଡ଼କ ଦୁର୍ଘଟଣା ନେଲା ଜୀବନ। ଚାଲିଗଲା ଗୋଟିଏ ପରିବାରର ୪ ଜଣକ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ଅଜା- ଆଈ- ନାତି ଓ ଜ୍ବାଇଁ। ରବିବାର ତୁରେକେଲା- ମହଖଣ୍ଡ ରାସ୍ତାର ପଣ୍ଡରେନ - ଗୋଦରାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ଅନୁସାରେ, ତୁରେକେଲା ଗ୍ରାମର କ୍ଷୀର ପୁଟେଲ,...

ନବ ଗଠିତ ଏନଏସି ଏବଂ ପୌର ପରିଷଦ ନିର୍ବାଚନ, ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା ଆରମ୍ଭ କଲା ବିଜେପି

February 08, 2026

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନବ ଗଠିତ ଏନଏସି ଏବଂ ପୌର ପରିଷଦର ନିର୍ବାଚନ। ତେଣୁ ଏହା ଏକ ପ୍ରକାରର ସେମିଫାଇନାଲ ସଦୃଶ ହେବ। ତେଣୁ ରାଜନୈତିକ ଦଳଗୁଡ଼ିକ ତୃଣମୂଳ ସ୍ତରରେ ନିଜର ସ୍ଥିତି ସମ୍ଭାଳିବା ପାଇଁ ରଣନୀତି ପ୍ରସ୍ତୁତ......

ନବ ଗଠିତ ଏନଏସି ଏବଂ ପୌର ପରିଷଦ ନିର୍ବାଚନ, ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା ଆରମ୍ଭ କଲା ବିଜେପି

ମକର ସଂକ୍ରାନ୍ତି ଠାରୁ ବଢି ଚାଲିଛି ସୂର୍ଯ୍ୟଙ୍କ ତେଜ, ଆଗକୁ ଆହୁରି ଖରା

February 08, 2026

ଭୁବନେଶ୍ଵର: ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ତେଜ ବଢ଼ିଛି। ଆଗକୁ ଆହୁରି ଖରା ହେବ। ଗ୍ରୀଷ୍ମ ଆସିବା ପୂର୍ବରୁ ବସନ୍ତରେ କାହିଁକି ଏମିତି ଖରାର ତେଜ ବଢୁଛି ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ସରକାରୀ ରିପୋର୍ଟ ବି ସେମିତି କିଛି ତଥ୍ୟ......

ମକର ସଂକ୍ରାନ୍ତି ଠାରୁ ବଢି ଚାଲିଛି ସୂର୍ଯ୍ୟଙ୍କ ତେଜ, ଆଗକୁ ଆହୁରି ଖରା

ଥାନାରୁ ଏତଲା ଦେଇ ଘରକୁ ଫେରୁଥିଲା ପୁଅ, ଛୁରୀ ଭୁସିଦେଲା ବାପା

February 08, 2026

କାମାକ୍ଷାନଗର ୮।୨: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ ହୋଇଛି । ମୃତକ କମ୍ପୁଲେଇ ଗ୍ରାମର କ୍ଷୀରୋଦ ସାହୁ । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି ନିଜ ପୁଅକୁ ଛ......

ଥାନାରୁ ଏତଲା ଦେଇ ଘରକୁ ଫେରୁଥିଲା ପୁଅ, ଛୁରୀ ଭୁସିଦେଲା ବାପା

ସଂରକ୍ଷିତ ଜଙ୍ଗଲରୁ ୩୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଫେରାର ମାରିଲା ମାଫିଆ

February 08, 2026

ବୌଦ୍ଧ ୮।୨: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସାଲେଇପଡ଼ା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କଣ୍ଟାମାଳ ପୋଲିସ ପକ୍ଷରୁ ଚଢ଼ାଉ । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଣ୍ଟାମାଳ ପୋଲିସ । ପ୍ରାୟ ୩ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଥ......

ସଂରକ୍ଷିତ ଜଙ୍ଗଲରୁ ୩୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଫେରାର ମାରିଲା ମାଫିଆ