Live Live

ରାଜ୍ୟ

ସୋମବାରଠୁ ଅଙ୍ଗନଓ୍ବାଡିକୁ ଆସିବେ ପିଲା, ସହାୟିକା ବିବାଦ ପାଇଁ ୮୬ ଦିନ ହେବ ବନ୍ଦ ଥିଲା

ସୋମବାରଠୁ ଅଙ୍ଗନଓ୍ବାଡିକୁ ଆସିବେ ପିଲା, ସହାୟିକା ବିବାଦ ପାଇଁ ୮୬ ଦିନ ହେବ ବନ୍ଦ ଥିଲା

February 14, 2026

ପଟ୍ଟାମୁଣ୍ଡାଇ ୧୪।୨: ଅଙ୍ଗନଓ୍ବାଡି କେନ୍ଦ୍ର ସହାୟିକା ବିବାଦ ଘଟଣାରେ ପଡ଼ିଲା ଯବନିକା । ଦୀର୍ଘ ଦିନ ଧରି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ପରେ ରାଜି ହେଲେ ଅଭିଭାବକ । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବେ ପିଲା । ସୋମବାର ଠାରୁ ନିୟମିତ ଚାଲିବ ଅଙ୍ଗନଓ୍ବାଡି କେନ୍ଦ୍ର । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନ...

ଯାଜପୁର ଏନ୍.ସି. ହାଇସ୍କୁଲ ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀ, ଭବିଷ୍ୟତରେ ସଫଳ ହେବାକୁ ପିଲାଙ୍କୁ ଲାଇଫ୍ ସ୍କିଲ୍ ଶିଖାଇବା ଉପରେ ଗୁରୁତ୍ଵ

February 14, 2026

ଯାଜପୁର ୧୪।୨: ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ଏନ.ସି. ସରକାରୀ ଉଚ୍ଚ ବିଦ୍ୟାଳୟର ୮୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସର......

ଯାଜପୁର ଏନ୍.ସି. ହାଇସ୍କୁଲ ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀ, ଭବିଷ୍ୟତରେ ସଫଳ ହେବାକୁ ପିଲାଙ୍କୁ ଲାଇଫ୍ ସ୍କିଲ୍ ଶିଖାଇବା ଉପରେ ଗୁରୁତ୍ଵ

choudwar accused: ବେଶ ବଦଳ ନାଁ ବଦଳ, ରାଣାରୁ ପାଣ୍ଡେ ; ଗେଷ୍ଟ ହାଉସରେ କରୁଥିଲା କାମ

February 14, 2026

ଭୁବନେଶ୍ଵର: ବେଶ ବଦଳାଇଥିଲା। ନାଁ ବି ବଦଳାଇଥିଲା। ପୋଲିସକୁ ଚକମା ଦେବା ପାଇଁ ଗେଷ୍ଟ ହାଉସରେ କାମ କରୁଥିଲା। ହେଲେ ଚୋର ଘର ସବୁ ଦିନ ଅନ୍ଧାର ନ ଥାଏ। ପୋଲିସ ହାତରେ ଶେଷରେ ଧରା ପଡ଼ିଛି ଅଭିଯୁକ୍ତ। ଆମେ କହୁଛୁ ଚୌଦ୍ଵାର ଜେଲରୁ କଏଦୀ ଫେର......

choudwar accused: ବେଶ ବଦଳ ନାଁ ବଦଳ, ରାଣାରୁ ପାଣ୍ଡେ ; ଗେଷ୍ଟ ହାଉସରେ କରୁଥିଲା କାମ

ବନ୍ଧୁକ ଧରି ଚାଲିଥିଲା କୋରେକ୍ସ କାରବାର : ଧରାପଡ଼ିଲେ ୫ ବେପାରୀ

February 14, 2026

ଅତାବିରା ୧୪।୨: ବନ୍ଧୁକ ଧରି ଚାଲିଥିଲା କୋରେକ୍ସ କାରବାର । ବରଗଡ଼ରୁ ପୁଣି ବନ୍ଧୁକ ସହ କୋରେକ୍ସ ଓ ବ୍ରାଉନସୁଗାର ଜବତ । ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୭୮ ବୋତଲ କୋରେକ୍ସ ସହ ୪୩ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇ......

ବନ୍ଧୁକ ଧରି ଚାଲିଥିଲା କୋରେକ୍ସ କାରବାର : ଧରାପଡ଼ିଲେ ୫ ବେପାରୀ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ଗୋଟିଏ ବଗି

February 14, 2026

କୋରାପୁଟ ୧୪।୨: କୋରାପୁଟ-କିରୁଣ୍ଡଲ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାନବର-ଜରଟି ମଧ୍ୟରେ ଥିବା ତେଲେଙ୍ଗିରି ନାଳ ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍ । ସୂଚନାଯୋଗ୍ୟ ଯେ, କିରୁଣ୍ଡଲ ଠାରୁ ମାଲ୍ ବୋଝେଇ କରି ଆସୁଥିଲ......

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ଗୋଟିଏ ବଗି