Live Live

ରାଜ୍ୟ

ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ, ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ, ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

February 15, 2026

ଭୁବନେଶ୍ୱର ୧୫।୦୨ : ରବିବାର ପବିତ୍ର ମହାଶିବରାତ୍ରୀ ପାଇଁ ଶିବ ପଞ୍ଚାକ୍ଷରରେ ଗୁଞ୍ଜରିତ ହୋଇଉଛି ଏକାମ୍ର କ୍ଷେତ୍ର । ଏହି କ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉପବାସ ରଖି ଉପାସନା କରିବେ, ଉଜାଗର ରହି ଜାଗର ଦୀପ ଜାଳିବେ । ଜପ, ତପ, ମହାମୃତ୍...

ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ

February 14, 2026

ଭୁବନେଶ୍ବର: ସରିଲାରାଜ୍ୟ କ୍ୟାବିନେଟର୩୬ତମ ବୈଠକ। ଶନିବାରମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ସହ ବୈଠକରେରାଜ୍ୟ ବଜେଟ ମଧ୍ୟ କ୍ୟାବିନେଟରେଅନୁମୋଦିତହୋଇଛି। ଏହାଆଗାମୀ ବିଧାନସଭ......

ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ

ଶବକୁ ମିଳୁ ନାହିଁ ସ୍ମଶାନ, ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ମିଳିଲାନି ଜାଗା

February 14, 2026

ଉମରକୋଟ: ଶବକୁ ମିଳୁନାହିଁ ସ୍ମଶାନ । ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ଵ ହେବ ଘରେ ପଡି ରହିଛି ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୋପେନା ଗ୍ରାମରେ । ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ପରିବାର......

ଶବକୁ ମିଳୁ ନାହିଁ ସ୍ମଶାନ, ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ମିଳିଲାନି ଜାଗା

ବାଲ୍ୟ ବିବାହରୁ ବଙ୍କୁଲିବାଡ଼ି, ଚାଳ କୁଡ଼ିଆରେ ଏକାଠି ୧୦୦ ବର୍ଷ

February 14, 2026

ଖଲ୍ଲିକୋଟ: ପ୍ରେମ। ଶାଶ୍ୱତ ଭାବନା। ପବିତ୍ର ସମ୍ପର୍କର ପ୍ରତୀକ। ହେଲେ ପ୍ରେମ ଦେଖେନି ବୟସ। ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ପ୍ରେମ କେବଳ ଯୁବବର୍ଗ ଭିତରେ ସୀମିତ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଖଲ୍ଲିକୋଟ ଖୋଜାପଲି ଗାଁର......

ବାଲ୍ୟ ବିବାହରୁ ବଙ୍କୁଲିବାଡ଼ି, ଚାଳ କୁଡ଼ିଆରେ ଏକାଠି ୧୦୦ ବର୍ଷ

ଚୌଦ୍ୱାରରୁ ପୁରୀ , ୬ ରାଜ୍ୟ ପରେ ମଥୁରା ଆଶ୍ରମ, କିପରି ପୋଲିସ୍ ଅଫିସରଙ୍କୁ ଚିହ୍ନି ପାରିଲାନି ଜେଲରୁ ଫେରାର୍ ମଧୁକାନ୍ତ, ଆଉ ସ୍କୁଟରରେ ବସାଇ ଆଶ୍ରମ ନେଲା….

February 14, 2026

ଭୁବନେଶ୍ୱର: ସ୍ପେଶାଲ୍ ଟ୍ବେଣ୍ଟି ସିକ୍ସ ଅଣ୍ଡର କଭର । ଅପରେସନ୍ ସକ୍ସେସ୍ । ଚୌ ରରୁ ଉତ୍ତର ଭାରତ ଅନେକ ଖୋଳତାଡ । ଖାକି ଉତ୍ତାରି ନେବାକୁ ପଡିଲା ଭକ୍ତର ବେଶ । ଆଉ ସେହି ଛଦ୍ମବେଶରେ ଛଦ୍ମବେଶି ଫେରାର୍ କଏଦିକୁ ମାଡିବସିଲା ସ୍ପେଶାଲ୍ ଟ୍ବେଣ......

ଚୌଦ୍ୱାରରୁ ପୁରୀ , ୬ ରାଜ୍ୟ ପରେ ମଥୁରା ଆଶ୍ରମ, କିପରି ପୋଲିସ୍ ଅଫିସରଙ୍କୁ ଚିହ୍ନି ପାରିଲାନି ଜେଲରୁ ଫେରାର୍ ମଧୁକାନ୍ତ, ଆଉ ସ୍କୁଟରରେ ବସାଇ ଆଶ୍ରମ ନେଲା….