ରାଜ୍ୟ

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି

July 24, 2026

ପୁରୀ ୨୪।୭: ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା । ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି ବିଜେରେ ଆସି ରଥାରୂଢ଼ ହେଲେ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍ଷେତ୍ର । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ହେଲା ଛେରାପହଁରା ।...

ଲଗାଣ ବର୍ଷାରେ ଟାଙ୍ଗଣା ନଦୀର ଜଳସ୍ତର ବୃଦ୍ଧି, ଧୋଇଗଲା ପୋଲ

July 24, 2026

ଉଦଳା ୨୪।୭: ଲଗାଣ ବର୍ଷାରେ ଧୋଇଗଲା ପୋଲ । ପୋଲର ମଝିରୁ ଏକ ଅଂଶ ଧୋଇଯିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ୪ ଦିନ ଧରି ଲଗାଣ ବର୍ଷା ଫଳରେ ଟାଙ୍ଗଣା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ଉଦଳା ବ୍ଲ କୋଚିଳାଡିହା ପଞ୍ଚାୟତରେ ଥିବା......

ଲଗାଣ ବର୍ଷାରେ ଟାଙ୍ଗଣା ନଦୀର ଜଳସ୍ତର ବୃଦ୍ଧି, ଧୋଇଗଲା ପୋଲ

ଓଡ଼ିଶାରେ AI ବିପ୍ଳବ: ୭୩୦ କୋଟି ଟଙ୍କା ନିବେଶ କରିବ HCL Tech ଏବଂ Sarvam AI, ମିଳିବ ୬ ହଜାର ନିଯୁକ୍ତି !

July 24, 2026

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ......

ଓଡ଼ିଶାରେ AI ବିପ୍ଳବ:  ୭୩୦ କୋଟି ଟଙ୍କା ନିବେଶ କରିବ HCL Tech ଏବଂ Sarvam AI, ମିଳିବ ୬ ହଜାର ନିଯୁକ୍ତି !

Loot from ATM: ଉମରକୋଟରେ ବଡ଼ ଧରଣର ଲୁଟ୍, ଗ୍ୟାସ୍ କଟରରେ କାଟି ନେଇଗଲେ ଟଙ୍କା

July 24, 2026

ଉମରକୋଟ ୨୪।୭: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କୋଣ୍ଡାଗା ରୋଡ୍ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ଏକ ଏଟିଏମ୍ରେ ଘଟିଛି ବଡ଼ ଧରଣର ଲୁଟ୍ । ଦୁର୍ବୃତ୍ତ ମାନେ ଗ୍ୟାସ୍ କଟର ବ୍ୟବହାର କରି ATM ମେସିନ କାଟି ଟଙ୍କା ଲୁଟି ନେଇଥିବା ଦେଖ......

Loot from ATM: ଉମରକୋଟରେ ବଡ଼ ଧରଣର ଲୁଟ୍, ଗ୍ୟାସ୍ କଟରରେ କାଟି ନେଇଗଲେ ଟଙ୍କା

ବହୁଚର୍ଚ୍ଚିତ ଅନୁଗୁଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

July 24, 2026

ଅନୁଗୁଳ :ଅନୁଗୁଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଆସିଛି ରାୟ। ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ଓଡ଼ିଶା ପୋଲିସର ବୈଜ୍ଞାନିକ ଓ ପ୍ରମା......

ବହୁଚର୍ଚ୍ଚିତ ଅନୁଗୁଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ