Live Live
LIVE

ରାଜ୍ୟ

କଟକ JMFC କୋର୍ଟ ପରିସରରେ ସ୍ୱତନ୍ତ୍ର କାଉଣ୍ଟର, ରିହାତିରେ ଚାଲାଣ ଭରୁଛନ୍ତି ୪ ଜିଲ୍ଲାବାସୀ

କଟକ JMFC କୋର୍ଟ ପରିସରରେ ସ୍ୱତନ୍ତ୍ର କାଉଣ୍ଟର, ରିହାତିରେ ଚାଲାଣ ଭରୁଛନ୍ତି ୪ ଜିଲ୍ଲାବାସୀ

March 14, 2026

କଟକ ୧୪।୩: କଟକ JMFC ଅଦାଲତ ଆଗରେ ଆଜି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ଧାଡିରେ ଥିବା ବ୍ୟକ୍ତି ମାନେ ଜରିମାନା ଭରିବା ଲାଗି ପ୍ରସ୍ତୁତ ହୋଇ ଆସିଥିଲେ । ଧାଡ଼ିରେ ଥିବା ଜଣେ ଗାଡି ମାଲିକ ତଥା ଚାଳକଙ୍କ କମର୍ସିଆଲ ଭେହିକିଲ ଉପରେ ଲାଗିଛି ପ୍ରାୟ ୫ ଲକ୍ଷ ଟଙ୍କାର ଜରିମାନା । ହେଲେ ତାଙ୍କର ଅଭିଯୋଗ, ଗାଡିର ଇନ୍&...

ଆହାର କେନ୍ଦ୍ରରେ ଗ୍ୟାସ୍ ପାହାର, ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ

March 14, 2026

ବଲାଙ୍ଗିର ୧୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ଭାରତରେ LPG ପାଇଁ ସଂଘର୍ଷ । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏବେ ଜାରି ରହିଛି LPG ଯନ୍ତ୍ରଣା । ବିଭିନ୍ନ ସ୍ଥାନରେ ଗ୍ୟାସ୍ କଳାବଜାରୀ ଅଭିଯୋଗ ବି ସାମ୍ନାକୁ ଆସୁଛି । କିଛି ସ୍ଥାନରେ ୨ ହଜାର ଟଙ୍କ......

ଆହାର କେନ୍ଦ୍ରରେ ଗ୍ୟାସ୍ ପାହାର, ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ

ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର, ଜବାବ ରଖିଲେ ଜୟନାରାୟଣ ମିଶ୍ର

March 14, 2026

ଭୁବନେଶ୍ୱର ୧୪।୦୩ : ଦିନକ ପରେ ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ଚାଲିଛି ଆରୋପ, ପ୍ରତ୍ୟାରୋପ ଲଢେଇ । କିଏ କହିଲାଣି ଆମ ବିଧାୟକ ଫୋନ୍ ଉଠାଉନାହାନ୍ତି, ତ ଆଉ କିଏ କହିଲାଣି .. ତାଙ୍କ କଥା ଆମକୁ କାଇଁ ପଚାରୁଛ......

ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର, ଜବାବ ରଖିଲେ ଜୟନାରାୟଣ ମିଶ୍ର

ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

March 14, 2026

ଢ଼େଙ୍କାନାଳ ୧୪।୩: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । କେଉଁଠି ହାତୀ କାହା ଘରେ ପଶି ଭଙ୍ଗାରୁଜା କଲାଣି ତ ଆଉ କେଉଁଠି ଫସଲ ଦଳି ଚକଟି ଦେଉଛି । ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କେତେବେଳେ ହାତୀ......

ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

କ'ଣ କଲା ଚାଣ୍ଡାଳୁଣି ? ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ମାରିଥିଲା, ଏବେ ହାରିଦେଲା ଜୀବନ

March 14, 2026

କୁଚିଣ୍ଡା ୧୪/୦୩: ମାରିଥିଲା ଏବେ ମଲା । ଦୁଇ ପିଲାଙ୍କୁ କୂଅରେ ଫିଙ୍ଗିଥିବା ମାଆ କରିଛି ଆତ୍ମହତ୍ୟା । ମହୁଲପାଲି ଥାନା ସର୍ଗିଡ଼ିହି ଗାଁର ଘଟଣାକୁ ନେଇ ଚର୍ଚ୍ଚା । ଘଟଣା ସ୍ଥଳରେ ପୋଲିସର ତଦନ୍ତ । ଶୁକ୍ରବାର ନିଜର ଦୁଇ ନାବାଳିକା ଶିଶୁକନ୍ୟ......

କ'ଣ କଲା ଚାଣ୍ଡାଳୁଣି ? ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ମାରିଥିଲା, ଏବେ ହାରିଦେଲା ଜୀବନ