Live Live
Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

Ratna Bhandar Inventory: ରତ୍ନ ଭଣ୍ଡାରର ଗଣତିମଣତି, ସକାଳ ଧୂପ ନୀତି ପରେ ଚାଲିଛି କାର୍ଯ୍ୟ

Ratna Bhandar Inventory: ରତ୍ନ ଭଣ୍ଡାରର ଗଣତିମଣତି, ସକାଳ ଧୂପ ନୀତି ପରେ ଚାଲିଛି କାର୍ଯ୍ୟ

April 17, 2026

ପୁରୀ ୧୭।୦୪ : ରତ୍ନଭଣ୍ଡାର ଗଣତିମଣତିର ଆଜି ତୃତୀୟ ଦିନ । ସକାଳ ଧୂପ ନୀତି ପରେ ଆରମ୍ଭ ହେଲା ଗଣତି ମଣତି କାର୍ଯ୍ୟ। ସମସ୍ତ ରତ୍ନ ଅଳଙ୍କାରର କରାଯାଉଛି ଥ୍ରୀଡି ସ୍କାନିଙ୍ଗ। ରତ୍ନ ଅଳଙ୍କାରର ମଧ୍ୟ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହେଉଛି। ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟରେ ରତ୍ନ ପଥର ବିଶେଷଜ୍ଞ, ଶ୍ରୀମନ୍ଦିର ବଣ...

Death anniversary of Biju Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ମନେ ପକାଉଛି ସାରା ଓଡ଼ିଶା

April 17, 2026

ଭୁବନେଶ୍ବର ୧୭।୪: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କଶ୍ରାଦ୍ଧବାର୍ଷିକୀ। କୋଟି ଓଡ଼ିଆଙ୍କ ଜନନାୟକପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଆଜି ମନେ ପ......

Death anniversary of Biju Patnaik: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ମନେ ପକାଉଛି ସାରା ଓଡ଼ିଶା

Anganwadi Centre Issue: ଅଙ୍ଗନଓ୍ବାଡିରେ ଏ କ’ଣ ଚାଲିଛି? ପିଲା ଆସିନାହାନ୍ତି, ରୋଷେଇ ସାରି ତାଲା ପକାଇ ପଳାଇଲେ

April 17, 2026

ଭୋଗରାଇ ୧୭।୪: ଆସି ନାହାନ୍ତି ପିଲା କିନ୍ତୁ ରୋଷେଇ ଶେଷ । ତରବରିଆ ଭାବେ ରୋଷେଇ କରି କେନ୍ଦ୍ରରେ ତାଲା ପକାଇ ଘରକୁ ପଳାଇଗଲେ ସହାୟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବଡ଼ଆଉସା ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ......

Anganwadi Centre Issue: ଅଙ୍ଗନଓ୍ବାଡିରେ ଏ କ’ଣ ଚାଲିଛି? ପିଲା ଆସିନାହାନ୍ତି, ରୋଷେଇ ସାରି ତାଲା ପକାଇ ପଳାଇଲେ

Man killed in elephant attack: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ବନ ବିଭାଗ କହିଲା- ଜଙ୍ଗଲରେ ବୁଲୁଛି ଗୋଠଛଡ଼ା ଦନ୍ତା

April 17, 2026

ଟାଙ୍ଗୀ ୧୭।୪: କେବେ ଥମିବ ହାତୀ-ମଣିଷ ଲଢେଇ । କେତେବେଳେ  ଏହି ଲଢ଼େଇରେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷଙ୍କ ଜୀବନ ଯାଉଛି । ଏଭଳି ହାତୀ-ମଣିଷ ଲଢ଼େଇରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ......

Man killed in elephant attack: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ବନ ବିଭାଗ କହିଲା- ଜଙ୍ଗଲରେ ବୁଲୁଛି ଗୋଠଛଡ଼ା ଦନ୍ତା

ଚୋରା ମଦ ଧରିବାକୁ ଯାଇ ଅବକାରୀ-ପୋଲିସ କର୍ମଚାରୀ ହଟହଟ୍ଟା, ଭାଟି କର୍ମଚାରୀ ଅଟକ

April 17, 2026

ସୁନ୍ଦରଗଡ ୧୭।୪: ଚୋରା ମଦ ଧରିବାକୁ ଯାଇଥିଲେ ଅବକାରୀ କର୍ମଚାରୀ ଆଉ ପୋଲିସ । ଗାଁରେ ପଶି ହେଲେ ହଟହଟ୍ଟା । ମଦ ଭାଟି କର୍ମଚାରୀଙ୍କୁ ଅଟକ ରଖି ନିର୍ଧୁମ ଛେଚିଲେ ମହିଳା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏହି ଘ......

ଚୋରା ମଦ ଧରିବାକୁ ଯାଇ ଅବକାରୀ-ପୋଲିସ କର୍ମଚାରୀ ହଟହଟ୍ଟା, ଭାଟି କର୍ମଚାରୀ ଅଟକ