Live Live
LIVE

ରାଜ୍ୟ

ଆସନ୍ତା ୩ରେ ପୁରୀରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି, ୪ରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କାର୍ଯ୍ୟକ୍ରମ

ଆସନ୍ତା ୩ରେ ପୁରୀରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି, ୪ରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କାର୍ଯ୍ୟକ୍ରମ

January 27, 2026

ପୁରୀ ୨୭।୧: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୩ ତାରିଖରେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ସକାଳ ୭ଟାରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ୭ଟା ୪୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ, ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

January 27, 2026

କଟକ ୨୭।୧: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବବତ ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର ଆବେଦନକାରୀ । ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା......

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦ୍‌ବେଗ, ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭଲଥିଲେ ହଠାତ୍ କାନ୍ଦି ଝୁଲିବାକୁ ଲାଗିଲେ ; ଘରଲୋକ କହୁଛନ୍ତି ଲାଗିଛି ଭୂତ, ଡାକ୍ତର କହିଲେ ଏମିତି

January 27, 2026

ତେଲକୋଇ ୨୭।୧: କନ୍ୟାଶ୍ରମରେ ହଇଚଇ । ହଠାତ୍ ଅସୁସ୍ଥ ହେଲେ ଅନ୍ତେବାସୀ । ଅସ୍ବଭାବିକ ଆଚରଣ ସହ କାନ୍ଦୁଛନ୍ତି ଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଉଚ୍ଚ ବିଦ୍ୟାଳୟ କନ୍ୟାଶ୍ରମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସ......

ଭଲଥିଲେ ହଠାତ୍ କାନ୍ଦି ଝୁଲିବାକୁ ଲାଗିଲେ ; ଘରଲୋକ କହୁଛନ୍ତି ଲାଗିଛି ଭୂତ, ଡାକ୍ତର କହିଲେ ଏମିତି

ଧର୍ମଘଟରେ ବସିଲେ କର୍ମଚାରୀ, ବଲାଙ୍ଗୀରରେ ଠପ୍ ହେଲା ବ୍ୟାଙ୍କ ସେବା

January 27, 2026

ବଲାଙ୍ଗୀର: ବ୍ୟାଙ୍କରେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବ୍ୟାଙ୍କ କର୍ମଚାରୀ। ଦେଶବ୍ୟାପୀ ଚାଲିଥିବା ଏହି ଧର୍ମଘଟର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ପଡ଼ିଛି। ଏନେଇ ଆଜି ବଲାଙ୍ଗୀରରେ ସମସ୍ତ ବ୍ୟାଙ୍କ କାମ ଠପ ହୋଇଯାଇ......

ଧର୍ମଘଟରେ ବସିଲେ କର୍ମଚାରୀ, ବଲାଙ୍ଗୀରରେ ଠପ୍ ହେଲା ବ୍ୟାଙ୍କ ସେବା

ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ୩ ମହିଳାଙ୍କ ସମେତ ୫ ଆହତ

January 27, 2026

ଭୁବନେଶ୍ବର ୨୭।୧: ଭୁବନେଶ୍ବର ଉପକଣ୍ଠରେ ବୋମା ବିସ୍ଫୋରଣ । ରାଜଧାନୀ ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଛାତ ଉପରେ ବୋମା ବିସ୍ଫୋରଣ ହୋଇଛି । ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଆ......

ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ୩ ମହିଳାଙ୍କ ସମେତ ୫ ଆହତ