ରାଜ୍ୟ

ଭଦ୍ରକରେ ବିଜେଡିର ସ୍ଥିତି ଦୁର୍ବଳ, ଗାଁ ଗାଁରେ ଅପରେସନ ଲୋଟସ ଆରମ୍ଭ କଲା ବିଜେପି

ଭଦ୍ରକରେ ବିଜେଡିର ସ୍ଥିତି ଦୁର୍ବଳ, ଗାଁ ଗାଁରେ ଅପରେସନ ଲୋଟସ ଆରମ୍ଭ କଲା ବିଜେପି

November 30, 2025

ଭୁବନେଶ୍ଵର: ଭଦ୍ରକରେ ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷା ବିଜେଡି ଛାଡ଼ିବା ବିଜେଡି ପାଇଁ ସ୍ଥିତି ଜଟିଳ କରିଛି। ସେପଟେ ଏମାନଙ୍କୁ ସ୍ବାଗତ କରିବା ଲାଗି ବିଜେପି ଦ୍ବାର ଖୋଲି ରହିଛି। ଲାଗୁଛି ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ତାର ଅପରେସନ ଲୋଟସ ଜୋରଦାର କରିବାରେ ଲାଗିଛି। ସେହି ଅନୁସାରେ ବିଜେଡିର ମଧ୍ୟ ସ୍ଥିତି ଦ...

ଡାକ୍ତରାଣୀଙ୍କୁ ମିଛ କହି ବାହା ହେବା ପଡ଼ିଲା ମହଙ୍ଗା, ୭ବର୍ଷ ପାଇଁ ଜେଲ୍ ଗଲେ ବାପା, ମାଆ, ପୁଅ

November 30, 2025

ଭୁବନେଶ୍ୱର :  ମିଛ କହି ବାହା ହେବା ପଡ଼ିଲା ମହାଙ୍ଗା। ମିଛୁଆ ବାପା, ମାଆ, ପୁଅକୁ ୭ବର୍ଷ ଜେଲ୍। ପୁଅ ବ୍ୟବସାୟ କରୁଥିବା ବେଳେ ବାପାମାଆ କହିଥିଲେ ପୁଅ ଡାକ୍ତର। ରାଜ୍ୟ ବାହାରେ ଏକ ବିଶ୍ବସ୍ତରୀୟ ହସ୍ପିଟାଲରେ ନିଯୁକ୍ତି ପାଇଛି। ଏମିତି ସଙ୍ଗ......

ଡାକ୍ତରାଣୀଙ୍କୁ ମିଛ କହି ବାହା ହେବା ପଡ଼ିଲା ମହଙ୍ଗା, ୭ବର୍ଷ ପାଇଁ ଜେଲ୍ ଗଲେ ବାପା, ମାଆ, ପୁଅ

ସାହିତ୍ୟ ଏବଂ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ: ସୂର୍ଯ୍ୟସ୍ନାତ ତ୍ରିପାଠୀ

November 30, 2025

ଭୁବନେଶ୍ୱର: ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତ୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଦମୟନ୍ତୀ ବେସ୍ରା । ଜନଜାତି ସଂସ୍କୃ......

ସାହିତ୍ୟ ଏବଂ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ: ସୂର୍ଯ୍ୟସ୍ନାତ ତ୍ରିପାଠୀ

ଗାଡ଼ି ଯାଞ୍ଚ ବେଳେ ମିଳିଲା ଦେଶୀ ପିସ୍ତଲ, ଘରେ ପହଞ୍ଚିଲା ବେଳକୁ ଚାଲିଥିଲା କାରଖାନା

November 30, 2025

ନୟାଗଡ଼ ୩୦।୧୧: ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ବନ୍ଧୁକ ତିଆରି ସାମଗ୍ରୀ ସହ ଦୁଇଟି ବନ୍ଧୁକ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଶରଣକୁଳ ଥାନା ଜାକେଡ଼ା ଗ୍ରାମର ପ୍ରଶାନ୍ତ ବିଶ୍ୱାଳ ଏବଂ ରଣପୁର......

ଗାଡ଼ି ଯାଞ୍ଚ ବେଳେ ମିଳିଲା ଦେଶୀ ପିସ୍ତଲ, ଘରେ ପହଞ୍ଚିଲା ବେଳକୁ ଚାଲିଥିଲା କାରଖାନା

ଅସଲି ନାଁରେ ବିକୁଥିଲେ ନକଲି ସାମଗ୍ରୀ, ରେଡ୍ କରି ଜବତ କଲା ପୋଲିସ

November 30, 2025

କଟକ: ଅସଲି ନାଁରେ ମିଳୁଛି ନକଲି ଘର ତିଆରି ସାମଗ୍ରୀ। ଅଭିଯୋଗ ଆସିବା ପରେ ପୋଲିସ ସହାୟତାରେ ଚଢ଼ଉ କରି ନକଲି ସାମଗ୍ରୀ ଜବତ କରିବା ସହ ଦୋକନୀଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। କଟକ ଚୌଦ୍ବାର ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଘଟଣା।......

ଅସଲି ନାଁରେ ବିକୁଥିଲେ ନକଲି ସାମଗ୍ରୀ, ରେଡ୍ କରି ଜବତ କଲା ପୋଲିସ