ରାଜ୍ୟ

ଅଣବସରରେ ଦାରୁବ୍ରହ୍ମ, ରାତିରେ ଫିଟିଲା ଶ୍ରୀଅଙ୍ଗ, ବାହାରିଲା ଚନ୍ଦନ ଓ କରାଳ, ଆଜି ଫୁଲୁରୀ ତେଲ ଲାଗି

ଅଣବସରରେ ଦାରୁବ୍ରହ୍ମ, ରାତିରେ ଫିଟିଲା ଶ୍ରୀଅଙ୍ଗ, ବାହାରିଲା ଚନ୍ଦନ ଓ କରାଳ, ଆଜି ଫୁଲୁରୀ ତେଲ ଲାଗି

July 04, 2026

ପୁରୀ ୦୪।୦୭ : ସ୍ନାନଯାତ୍ରା ପରେ ଅଣସର ଘରେ ଅସୁସ୍ଥ ଦାରୁବ୍ରହ୍ମଙ୍କ ଅନବସର ତଥା ଗୁପ୍ତ ସେବା। ପଞ୍ଚମ ଦିନର ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିଛି । ଠାକୁରେ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ ଓ କରାଳ ଆଦି ଦିବ୍ୟ ବସ୍ତୁ ବାହାରିଛି । ଶନିବାର ଠାକୁରଙ୍କ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ ହେବ...

୭ ଦିନ ହେବ ନିଖୋଜ ଥିଲେ ସ୍ୱାମୀ-ସ୍ତ୍ରୀ, ଏବେ ଗାଁ କୂଅରୁ ମିଳିଲା ଉଭୟଙ୍କ ମୃତଦେହ

July 04, 2026

ଘଟଗାଁ ୦୪।୦୭: ଗୁଣି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା । ପରିତ୍ୟକ୍ତ କୂଅରୁ ନିଖୋଜ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ବଳିପର୍ବତ ଗାଁର ହୁଲ୍ଲାବାହାଳି ସାହିରେ ଅଭାବନୀୟ ଘଟଣା। ଖବର ଅନୁଯାୟୀ, ମୃତ ଦମ୍ପତି ହେଉଛନ୍......

୭ ଦିନ ହେବ ନିଖୋଜ ଥିଲେ ସ୍ୱାମୀ-ସ୍ତ୍ରୀ, ଏବେ ଗାଁ କୂଅରୁ ମିଳିଲା ଉଭୟଙ୍କ ମୃତଦେହ

ଝାରସୁଗୁଡାରୁ ଆସୁଥିଲା, ଗଛକୁ ଧକ୍କା ଦେଲା ବସ୍ ; ୭ ଆହତ

July 04, 2026

ଆନନ୍ଦପୁର,୦୪|୦୭: ଗଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୭ ଆହତ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ପୌରାଞ୍ଚଳ ଅଧିନ ଘସିପୁରା ପେଟ୍ରୋଲ ପମ୍ପ ଛକଠାରେ । ସୂଚନାନୁସାରେ, ଶନିବାର ଭୋର ସମୟରେ ଝାରସୁଗୁଡାରୁ ଭଦ୍ରକ ଯାଉଥି......

ଝାରସୁଗୁଡାରୁ ଆସୁଥିଲା, ଗଛକୁ ଧକ୍କା ଦେଲା ବସ୍ ; ୭ ଆହତ

ଏବେ ଛାଡିବନି ବର୍ଷା ! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ, ଶକ୍ତିଶାଳୀ ହେଉଛି ଲଘୁଚାପ

July 04, 2026

ଭୁବନେଶ୍ୱର,୦୪|୦୭:ଲଘୁଚାପ ଆହୁରି ବଳୁଆ ହେବ । ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପା......

ଏବେ ଛାଡିବନି ବର୍ଷା ! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ, ଶକ୍ତିଶାଳୀ ହେଉଛି ଲଘୁଚାପ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୩ ଜଣ ନ୍ୟୁଜ ଚ୍ୟାନେଲ କ୍ୟାମେରାମ୍ୟାନ୍ ଗୁରୁତର

July 03, 2026

ବାରିପଦା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣକ ଜୀବନ। ଗୁରୁତର ଆହତ ହେଲେ ୩ ଜଣ ନ୍ୟୁଜ ଚ୍ୟାନେଲ କ୍ୟାମେରାମ୍ୟାନ୍। ଖବର ସଂଗ୍ରହ ବେଳେ ମାଡ଼ିଗଲା ଦୃତଗାମୀ ଡମ୍ଫର। ଶୁକ୍ରବାର ବାରିପଦା ସହର ପାଲବଣି ନିକଟରେ ଘଟିଛି ଏହି ମର୍ମନ୍ତୁଦ......

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୩ ଜଣ ନ୍ୟୁଜ ଚ୍ୟାନେଲ କ୍ୟାମେରାମ୍ୟାନ୍ ଗୁରୁତର