ରାଜ୍ୟ

ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ୧୩ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ପୂରିଲା ୧୦ ଦିନ, କୋହଭରା ପରିବେଶର ସରିଲା ଦଶାହ

ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ୧୩ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ପୂରିଲା ୧୦ ଦିନ, କୋହଭରା ପରିବେଶର ସରିଲା ଦଶାହ

July 03, 2026

କେନ୍ଦୁଝର: ନିସ୍ତବ୍ଦ ହୋଇଯାଇଛି ପୂରା ଗାଁ। ସବୁଆଡ଼େ ଛାଇଯାଇଛି ଅଜବ ଏକ ନୀରବତା। ସମସ୍ତଙ୍କ ଆଖିରେ ଲୁହ। କାରଣ ଅନ୍ତରୁ ଜନ୍ମ କରିଥିବା ପିଲା ଆଜି ଆଉ ନାହାଁନ୍ତି। ଗାଁର ଅନେକ ପରିବାର ଆଜି ହୋଇପଡ଼ିଛନ୍ତି ବେସାହାରା। ଏସବୁ ଭିତରେ ସେମାନଙ୍କ ଦଶାହ କର୍ମ ପାଇଁ ଚାଲିଛି ପ୍ରସ୍ତୁତି। ତାମିଲନାଡୁ ଗ୍ୟାସ ଦୁର୍ଘଟଣ...

ପାଣିରେ ବୁଡ଼ି ୭ ବର୍ଷ ନାବାଳିକାର ମୃତ୍ୟୁ, ଖୋଜିବା ପାଇଁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ

July 03, 2026

ଉଦଳା: ସାଙ୍ଗ ସହିତ ଗଲେ, ହେଲେ ଶବ ହୋଇ ଫେରିଲେ। ଗାଁ ପୋଖରୀକୁ ସାଙ୍ଗ ସହିତ ଯାଇଥିବା ବେଳେ ପାଣିରେ ବୁଡ଼ି ଚାଲିଗଲା ୭ ବର୍ଷ ନାବାଳିକାର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କପ୍ତିପଦା ଥାନା ଉଠାଣି ସାହି ଗ୍ରାମରେ। ସୂଚନା ଅନୁସାରେ, ଗ୍ରା......

ପାଣିରେ ବୁଡ଼ି ୭ ବର୍ଷ ନାବାଳିକାର ମୃତ୍ୟୁ, ଖୋଜିବା ପାଇଁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ

ଏମିତି ବି ଆସେ ମୃତ୍ୟୁ: ବରଯାତ୍ରୀ ଉପରେ ବଜ୍ରପାତ; ଜଣେ ମୃତ, ଦୁଇଜଣ ଗୁରୁତର

July 03, 2026

ଢେଙ୍କାନାଳ: ହସ ଖୁସିରେ ବାହାରିଥିଲେ । ବାଜା ସହ ଜମିଥାନ୍ତା ନାଚ । କିନ୍ତୁ ଖୁସି ମାହୋଲରେ ଘୋଟିଆସିଲା ମୃତ୍ୟୁର କଳା ଅନ୍ଧାର । କନିଆ ଘର ଗାଁରେ ପହଞ୍ଚୁ ପହଞ୍ଚୁ ବରଯାତ୍ରୀ ଉପରେ ହେଲା ବଜ୍ରପାତ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁ......

ଏମିତି ବି ଆସେ ମୃତ୍ୟୁ: ବରଯାତ୍ରୀ ଉପରେ ବଜ୍ରପାତ; ଜଣେ ମୃତ, ଦୁଇଜଣ ଗୁରୁତର

OMSAର ଧର୍ମଘଟ ପ୍ରତ୍ୟାହାର ପାଇଁ ସରକାରଙ୍କ ଆହ୍ୱାନ, ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

July 03, 2026

​ଭୁବନେଶ୍ୱର ୩।୭: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମେଡିକାଲ ସେବା ସଂଘ (OMSA)ର ବିଭିନ୍ନ ଦାବି ସମ୍ପର୍କରେ ଆଲ......

OMSAର ଧର୍ମଘଟ ପ୍ରତ୍ୟାହାର ପାଇଁ ସରକାରଙ୍କ ଆହ୍ୱାନ, ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଡାକ୍ତରଙ୍କ ଧର୍ମଘଟ ଯୋଗୁ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

July 03, 2026

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା। ଡାକ୍ତରଙ୍କ ଧର୍ମଘଟ ହେତୁ ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ......

ଡାକ୍ତରଙ୍କ ଧର୍ମଘଟ ଯୋଗୁ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ