ରାଜ୍ୟ

ଜଙ୍ଗଲରେ ଚାଲିଥିଲା ବଡ଼ ଡିଲ୍, ବାହାର ରାଜ୍ୟକୁ ସପ୍ଲାଇ ବେଳେ ମାଡିବସିଲା ପୋଲିସ

ଜଙ୍ଗଲରେ ଚାଲିଥିଲା ବଡ଼ ଡିଲ୍, ବାହାର ରାଜ୍ୟକୁ ସପ୍ଲାଇ ବେଳେ ମାଡିବସିଲା ପୋଲିସ

February 09, 2026

ମାଲକାନଗିରି ୦୯/୦୨: କାଲିମେଳା ପୋଲିସକୁ ବଡ଼ ସଫଳତା । କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ଜବତ କଲା କାଳିମେଳା ପୋଲିସ । ମାଫିଆମାନେ ଅନ୍ୟ ରାଜ୍ୟକୁ ନେବା ପାଇଁ ଲୁଚାଇ ରଖିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ସୂଚନା । ୧ କୁଇଣ୍ଟାଲ ୨୫୦ କେଜି ଗଞ୍ଜେଇ ଜବତ । ଏ ଖବର...

ରାଜ୍ୟରେ କମିବ ଶୀତ ପ୍ରଭାବ, ୪ ଦିନରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବ

February 09, 2026

ଭୁବନେଶ୍ୱର, ୯/୦୨: ସରିଗଲା ଥଣ୍ଡା । ଏଣିକି କଲବଲ କରିବ ତାତି । ସୋମବାରଠାରୁ ରାତି ତାପମାତ୍ରା ବଢ଼ିବ । ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଏହା ପ୍ରଭାବରେ ଶୀତ କମିଯିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ସୋମ......

ରାଜ୍ୟରେ କମିବ ଶୀତ ପ୍ରଭାବ, ୪ ଦିନରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବ

ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !

February 08, 2026

କଟକ: ଚୌଦ୍ଵାର ଜେଲ ଅଧିକ୍ଷୀକଙ୍କ ବିରୋଧରେ ବଡ଼ ଅଭିଯୋଗ। ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ। ଆଉ ଦେବାର ନାଁ ଧରୁ ନାହାନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି ନାମକ ଜଣେ ମହିଳା।......

ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !

ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ

February 08, 2026

କଣ୍ଟାବାଞ୍ଜି: ସଡ଼କ ଦୁର୍ଘଟଣା ନେଲା ଜୀବନ। ଚାଲିଗଲା ଗୋଟିଏ ପରିବାରର ୪ ଜଣକ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ଅଜା- ଆଈ- ନାତି ଓ ଜ୍ବାଇଁ। ରବିବାର ତୁରେକେଲା- ମହଖଣ୍ଡ ରାସ୍ତାର ପଣ୍ଡରେନ - ଗୋଦରାମୁଣ୍ଡା ଗ୍ରାମ ନିକଟରେ ଘଟିଛି ଏହି ମର୍ମ......

ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ

ନବ ଗଠିତ ଏନଏସି ଏବଂ ପୌର ପରିଷଦ ନିର୍ବାଚନ, ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା ଆରମ୍ଭ କଲା ବିଜେପି

February 08, 2026

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନବ ଗଠିତ ଏନଏସି ଏବଂ ପୌର ପରିଷଦର ନିର୍ବାଚନ। ତେଣୁ ଏହା ଏକ ପ୍ରକାରର ସେମିଫାଇନାଲ ସଦୃଶ ହେବ। ତେଣୁ ରାଜନୈତିକ ଦଳଗୁଡ଼ିକ ତୃଣମୂଳ ସ୍ତରରେ ନିଜର ସ୍ଥିତି ସମ୍ଭାଳିବା ପାଇଁ ରଣନୀତି ପ୍ରସ୍ତୁତ......

ନବ ଗଠିତ ଏନଏସି ଏବଂ ପୌର ପରିଷଦ ନିର୍ବାଚନ, ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା ଆରମ୍ଭ କଲା ବିଜେପି