ଦେଶ

ପୁଣି ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ୍ ଦାମ୍‌, କ’ଣ କହିଲେ ନିର୍ମଳା ସୀତାରମଣ ? 

ପୁଣି ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ୍ ଦାମ୍‌, କ’ଣ କହିଲେ ନିର୍ମଳା ସୀତାରମଣ ? 

May 25, 2026

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର (୨୫ ମେ’) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ହ୍ରାସ କରାଯାଏ, ତେବେ ଦେଶର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର  ରାଜସ୍ୱ କ୍ଷତି ହେବ। ଏହାସହ ଦେଶର ଜନସାଧାରଣଙ୍କ...

NEET Paper Leak Case: ‘ପୁରୁଣା ଭୁଲରୁ କିଛି ଶିଖିଲ ନାହିଁ’, ପେପର ଲିକ୍ ମାମଲାରେ NTA ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

May 25, 2026

ନୂଆଦିଲ୍ଲୀ: ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବ......

NEET Paper Leak Case: ‘ପୁରୁଣା ଭୁଲରୁ କିଛି ଶିଖିଲ ନାହିଁ’, ପେପର ଲିକ୍ ମାମଲାରେ NTA ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ମହିଳା କଂଗ୍ରେସ ଅଧ୍ୟକ୍ଷା ଅଳକା ଲାମ୍ବାଙ୍କ ଅଡ଼ୁଆ ବଢ଼ିଲା, ଦୋଷୀ ସାବ୍ୟସ୍ତ କଲେ କୋର୍ଟ

May 25, 2026

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରୁ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ଏକ ବଡ଼ ଝଟକା ଲାଗିଛି। ମହିଳା ସଂରକ୍ଷଣ ଆଇନକୁ ତୁରନ୍ତ ଲାଗୁ କରିବା ଦାବିରେ ଜନ୍ତର-ମନ୍ତରଠାରେ ହୋଇଥିବା ଏକ ବିକ୍ଷୋଭ ପ୍ରଦର୍ଶନ ମାମଲାରେ କୋ......

ମହିଳା କଂଗ୍ରେସ ଅଧ୍ୟକ୍ଷା ଅଳକା ଲାମ୍ବାଙ୍କ ଅଡ଼ୁଆ ବଢ଼ିଲା, ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ମଝି ଆକାଶରେ ଅଟକିଗଲା କେବୁଲ କାର୍, ଫସିଲେ ୩୦୦ ପର୍ଯ୍ୟଟକ

May 25, 2026

ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ର......

ମଝି ଆକାଶରେ ଅଟକିଗଲା କେବୁଲ କାର୍, ଫସିଲେ ୩୦୦ ପର୍ଯ୍ୟଟକ

କମେଡିଆନ କପିଲ ଶର୍ମାଙ୍କ ଅମୃତସର ଘର ବାହାରେ ଫୁଟିଲା ଗୁଳି, କାନାଡା କାଫେ ଉପରେ ହୋଇସାରିଛି ଆକ୍ରମଣ

May 25, 2026

ଅମୃତସର: ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ଅମୃତସରସ୍ଥିତ ବାସଭବନ ବାହାରେ ଫାୟରିଂ ହୋଇଛି। କୁହାଯାଉଛି ରବିବାର ବିଳମ୍ବିତ ରାତ୍ରିରେ ବାଇକ ସବାର କିଛି ଦୁର୍ବୃତ୍ତ କପିଲ ଶର୍ମାଙ୍କ ଘର ବାହାରେ ଗୁଳି ଚଳାଇଛନ୍ତି। ଘଟଣା ସମୟରେ କପିଲ ଶର୍ମା......

କମେଡିଆନ କପିଲ ଶର୍ମାଙ୍କ ଅମୃତସର ଘର ବାହାରେ ଫୁଟିଲା ଗୁଳି, କାନାଡା କାଫେ ଉପରେ ହୋଇସାରିଛି ଆକ୍ରମଣ