ମହାନଗର

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକ ଭବନରେ କରିବେ ରାତ୍ରିଯାପନ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକ ଭବନରେ କରିବେ ରାତ୍ରିଯାପନ

February 03, 2026

ପୁରୀ ୩।୨: ପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡ ଠାରୁ ସିଧାସଳଖ ଲୋକ ଭବନ ଅଭିମୁଖେ ଗଲେ ରାଷ୍ଟ୍ରପତି । ଲୋକ ଭବନରେ ଆଜି ରାତ୍ରିଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଶ୍ବେତଗଙ୍ଗା...

ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ସଜା, ଭୁବନେଶ୍ବର ଷ୍ଟେସନରୁ ଗିରଫ ହୋଇଥିଲେ ୯ ବାଂଲାଦେଶୀ

February 03, 2026

ଭୁବନେଶ୍ବର ୩।୨: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗିରଫ ୯ ଜଣ ବାଂଲାଦେଶୀଙ୍କୁ ୨ ବର୍ଷ ସଜା ଶୁଣାଇଲେ କୋର୍ଟ । ପ୍ରଥମ ଥର ପାଇଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ ସଜା ଶୁଣାଇଛନ୍ତି କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜରିମାନା ଏ......

ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ସଜା, ଭୁବନେଶ୍ବର ଷ୍ଟେସନରୁ ଗିରଫ ହୋଇଥିଲେ ୯ ବାଂଲାଦେଶୀ

ତଲାବିରା-୧ କୋଲ୍ ବ୍ଲକ୍‌ରେ ପୁଣି ପଶିଲା ସିବିଆଇ, ୨୨ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍

February 03, 2026

ସମ୍ବଲପୁର ୩।୨: ସମ୍ବଲପୁରରେ ଦିଲ୍ଲୀ ସିବିଆଇ । ତଲାବିରା-୧ କୋଲ ବ୍ଲକରେ ପୁଣି ପଶିଲା ସିବିଆଇ ଟିମ୍ । ଦୁର୍ନୀତି ଅଭିଯୋଗ ନେଇ ତନାଘନା କରିବ ସିବିଆଇ । ଏ ଖବରବି ପଢନ୍ତୁ:- ଭିଜିଲାନ୍ସ ହାବୁଡ଼ରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ......

ତଲାବିରା-୧ କୋଲ୍ ବ୍ଲକ୍‌ରେ ପୁଣି ପଶିଲା ସିବିଆଇ, ୨୨ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍

ମହାନଦୀରେ ଭାସୁଥିଲା ମୃତଦେହ, ଶନିବାରଠୁ ଥିଲେ ନିଖୋଜ

February 03, 2026

କଟକ ୩।୨: ମହାନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଚହଟାଛଟ ନିକଟରେ ଜଣେ ବୟସ୍କ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଚହଟାଛକ ନିକଟ କାଳୀ ମନ୍ଦିର ପଛ ପଟେ ମହାନଦୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଏ ନେଇ ପୋଲିସକୁ......

ମହାନଦୀରେ ଭାସୁଥିଲା ମୃତଦେହ, ଶନିବାରଠୁ ଥିଲେ ନିଖୋଜ

ଦେଇଥାନ୍ତେ ହେଲ୍‌ଥ ଇକୋନମିକ୍ସ ପରୀକ୍ଷା, ହଷ୍ଟେଲ୍‌ରୁ ମିଳିଲା ଛାତ୍ରଙ୍କ ମୃତଦେହ

January 21, 2026

ସମ୍ୱଲପୁର ୨୧/୦୧: ସମ୍ୱଲପୁର ବିଶ୍ଵବିଦ୍ୟାଳୟ ବ୍ରହ୍ମପୁତ୍ର ହଷ୍ଟେଲ୍ରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ବୁର୍ଲା ପୋଲିସ୍ । ମୃତକ ହେଲେ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର । ହଷ୍ଟେଲ୍ର ୫୨ ନଂ ରୁମ୍ରେ ସ......

ଦେଇଥାନ୍ତେ ହେଲ୍‌ଥ ଇକୋନମିକ୍ସ ପରୀକ୍ଷା, ହଷ୍ଟେଲ୍‌ରୁ ମିଳିଲା ଛାତ୍ରଙ୍କ ମୃତଦେହ