ଭୁବନେଶ୍ବର ୬।୯: ଘରେ ପଶିଗଲା ବୋଲେରୋ । ଦୁଇ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ବୋଲେରୋ । ଭୁବନେଶ୍ବର ଶିଶୁପାଳ ଗଡ଼ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଜଣକ ଉପରେ ଚାପି ହୋଇ ରହିଛି ବୋଲେରୋ । ଘଟଣାସ୍ଥଳରେ ସ୍ଥାନୀୟ ଧଉଳି ଥାନା ଥାନା ପୋଲିସ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି । କଟର ମେସିନ୍ ଲଗାଇ ଆହତଙ୍କୁ କରାଯାଉଛି ଉଦ୍ଧାର । ଜଣେ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସ ନ। ବୋଲେରୋ ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।

Watch Video:

​​​​​​​