ବିଦେଶ

Iran_War ବିଶ୍ୱର ସବୁଠୁ ବଡ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟରେ ଆକ୍ରମଣ, ଇରାନର ମିସାଇଲ ମାଡ଼ରେ ଜଳିଗଲା 'ରାସ୍ ଲାଫାନ୍'

Iran_War ବିଶ୍ୱର ସବୁଠୁ ବଡ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟରେ ଆକ୍ରମଣ, ଇରାନର ମିସାଇଲ ମାଡ଼ରେ ଜଳିଗଲା 'ରାସ୍ ଲାଫାନ୍'

March 19, 2026

ନୂଆଦିଲ୍ଲୀ, ୧୯ /୦୩:ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଆମେରିକା ଏବଂ ଇରାନ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ କରୁଛନ୍ତି ମିସାଇଲ୍ ଆଟାକ୍ । ଅନେକ ଗୁରତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ବିଶ୍ୱର ସବୁଠୁ ବଡ ପ୍ରାକୃ...

ଇରାନରେ ପଶିବେ ଆମେରିକା ସେନା...ଟ୍ରମ୍ପ କରୁଛନ୍ତି ବଡ ଯୋଜନା : ଟାର୍ଗେଟରେ ଖାର୍ଗ ଦ୍ୱୀପ

March 19, 2026

ତେହେରାନ, ୧୯ /୦୩: ଇରାନକୁ ସହଜରେ ଛାଡିବନି ଆମେରିକା । ଆହୁରି ଜୋରଦାର ଆକ୍ରମଣ କରିବ । ଏୟାରଷ୍ଟ୍ରାଇକ୍ ଏବଂ ମିସାଇଲ୍ ଆଟାକ୍ ପରେ ଏବେ ତେହେରାନ ମାଟିରେ ଓହ୍ଲାଇବ ଆମେରିକା ସେନା । ଏନେଇ ଯୋଜନା କରୁଛନ୍ତି ଟ୍ରମ୍ପ୍ । ଆମେରିକାର କିଛି ଅ......

ଇରାନରେ ପଶିବେ ଆମେରିକା ସେନା...ଟ୍ରମ୍ପ କରୁଛନ୍ତି ବଡ ଯୋଜନା : ଟାର୍ଗେଟରେ ଖାର୍ଗ ଦ୍ୱୀପ

Nuclear Threat: ପାକିସ୍ତାନ ଏବଂ ଚୀନ୍, ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ...ଏଭଳି କାହିଁକି କହିଲେ ତୁଳସୀ ଗାବାର୍ଡ ?

March 18, 2026

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍, ଆମେରିକା ଲାଗି ବଡ଼ ବିପଦ । ଏକଥା ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ । ସେ ବୁଧବାର (୧୮ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ, ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇ......

Nuclear Threat: ପାକିସ୍ତାନ ଏବଂ ଚୀନ୍, ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ...ଏଭଳି କାହିଁକି କହିଲେ ତୁଳସୀ ଗାବାର୍ଡ ?

କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣା, ମୃତକଙ୍କ ହେବ ସାମୂହିକ ଅନ୍ତିମ ସଂସ୍କାର

March 18, 2026

ନୂଆଦିଲ୍ଲୀ: ମଙ୍ଗଳବାର ପାକ୍ ବାୟୁସେନା ଆଫଗାନ ରାଜଧାନୀ କାବୁଲରେ ଭୀଷଣ ବୋମା ମାଡ଼ କରିଥିଲା। ଏକ ନିଶାମୁକ୍ତି କେନ୍ଦ୍ରକୁ ଟାର୍ଗେଟ୍ କରାଯାଇ ହୋଇଥିବା ଏହି ଆକ୍ରମଣରେ ୪୦୮ ଜଣଙ୍କର ଜୀବନ ଯାଇଥିବା ୨୬୫ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଗୁରୁ......

କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣା, ମୃତକଙ୍କ ହେବ ସାମୂହିକ ଅନ୍ତିମ ସଂସ୍କାର

Iran War: ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକୀୟ ଫାଇଟର ଜେଟ୍‌କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ

March 18, 2026

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟର ଜାରି ଯୁଦ୍ଧ ମଧ୍ୟରେ ତୁର୍କୀରୁ ବଡ଼ ଖବର ସାମ୍ନାକୁ ଆସିଛି । ତୁର୍କୀରେ ଯୁଦ୍ଧ ବିମାନ ଓହ୍ଲାଇବା ନେଇ ଆମେରିକାର ଅନୁରୋଧ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ଅଙ୍କାରା । ନାଟୋ ସଦସ୍ୟ ତୁର୍କୀର......

Iran War: ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକୀୟ ଫାଇଟର ଜେଟ୍‌କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ