ବିଦେଶ

ଝିଅ ଭାବି ୨୫ ହଜାର ଲୋକ ଦେଇବସିଲେ ମନ, କିନ୍ତୁ ସାମ୍ନାରେ କେହି ନଥିଲେ; ଡେଟିଂ ଆପରେ AI କରୁଥିଲା ଚାଟ୍

ଝିଅ ଭାବି ୨୫ ହଜାର ଲୋକ ଦେଇବସିଲେ ମନ, କିନ୍ତୁ ସାମ୍ନାରେ କେହି ନଥିଲେ; ଡେଟିଂ ଆପରେ AI କରୁଥିଲା ଚାଟ୍

September 14, 2026

ନୂଆଦିଲ୍ଲୀ: ଡେଟିଂ ଆପରେ ଦେଖାହେଲା । ସାମ୍ନାରେ ଥିବା ଝିଅଟି ଆପଣଙ୍କ ପସନ୍ଦ ପଚାରିଲା, ପ୍ରତିଦିନ କଥାବାର୍ତ୍ତା ହେଲା ଏବଂ ଧୀରେ ଧୀରେ ମନର କଥା ବିନିମୟ ହେଲା । କିନ୍ତୁ ଯଦି ସେହି ପ୍ରୋଫାଇଲ୍ ପଛରେ କୌଣସି ମଣିଷ ନଥାଏ ? ଏଆଇ କମ୍ପାନି ଆନ୍ଥ୍ରୋପିକର ନିକଟରେ ଆସିଥିବା ରିପୋର୍ଟରେ ଚୀନରୁ ଚାଲୁଥିବା ଏହିଭଳି ଏକ...

ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ମସୁଦ ଅଜହର, ପୁରସ୍କାର ରାଶି ବଢ଼ାଇଲା ପାକିସ୍ତାନ

September 14, 2026

ଇସ୍ଲାମାବାଦ: FATF ସମୀକ୍ଷା ପୂର୍ବରୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନର ଏକ ବଡ଼ ପଦକ୍ଷେପ ସାମ୍ନାକୁ ଆସିଛି। ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ ଅଜହରଙ୍କୁ ଦେଶର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ କରିବା ସହ......

ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ମସୁଦ ଅଜହର, ପୁରସ୍କାର ରାଶି ବଢ଼ାଇଲା ପାକିସ୍ତାନ

Plane Crash: ଅବତରଣ ବେଳେ ଜଳିଗଲା ବିମାନ, ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁ

September 14, 2026

ନୂଆଦିଲ୍ଲୀ: ଲିବ୍ୟାର ମିସରାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ (VIP) ନେଇ ଯାଉଥିବା ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଘଟଣ ପରେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳର ଆକାଶମାର୍ଗକୁ......

Plane Crash: ଅବତରଣ ବେଳେ ଜଳିଗଲା ବିମାନ, ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁ

ଇରାନରେ ଆମେରିକୀୟ ଅଧିକାରୀଙ୍କ ଚମତ୍କାର ବଞ୍ଚିବା କାହାଣୀ l  ଶତ୍ରୁ ଦେଶରୁ ଜୀବନ ବଞ୍ଚାଇ ଫେରିଲେ ଆମେରିକୀୟ ଅଧିକାରୀ !

September 14, 2026

ନୂଆଦିଲ୍ଲୀ: ଶତ୍ରୁ ଦେଶର ମାଟିରେ ଦୁଇ ଦିନ l ଭାଙ୍ଗିଯାଇଥିଲା ପିଠି, ହାତ ଓ କାନ୍ଧ। ଉପରକୁ ଚାହିଁ ଦେଖିଲେ ଆକାଶରେ ନାହିଁ ପାରାସୁଟ୍। ତଳେ ଇରାନର ପାହାଡ଼ିଆ ମରୁଭୂମି ଏବଂ ଚାରିଆଡ଼େ ଶତ୍ରୁ ସୈନ୍ୟର ଖୋଜାଖୋଜି। ଏଭଳି ଭୟଙ୍କର ପରିସ୍ଥିତିରେ......

ଇରାନରେ ଆମେରିକୀୟ ଅଧିକାରୀଙ୍କ ଚମତ୍କାର ବଞ୍ଚିବା କାହାଣୀ l  ଶତ୍ରୁ ଦେଶରୁ ଜୀବନ ବଞ୍ଚାଇ ଫେରିଲେ ଆମେରିକୀୟ ଅଧିକାରୀ !

ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣା : ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ୧୩୦ ନିଖୋଜ

September 14, 2026

ନୂଆଦିଲ୍ଲୀ, ୧୪/୦୯: ଇଣ୍ଡୋନେସିଆରେ ୨୪୩ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ରବିବାର ବୁଡ଼ିଯାଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୧୩୦ ଯାତ୍ରୀ ଓ କୁ ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ୧୦୭ ଜଣଙ୍କୁ ଉଦ୍ଧାର କରାଯାଇଛି।......

ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣା : ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ୧୩୦ ନିଖୋଜ