ଢେଙ୍କାନାଳ: ନାବାଳିକା ଅପହରଣ ନେଇ ଅଭିଯୋଗ ଆସିଲା। ଏହି ମାମଲାକୁ ନେଇ ଫେରାର ଥିଲେ ଯୁବକ। ନାବାଳିକାକୁ ଉଦ୍ଧାର ପାଇଁ ଯୁବକର ବାପାମାଆଙ୍କୁ ଥାନାରେ ଅଟକ ରଖିଥିଲା ପୁଲିସ। ଶେଷରେ ଗିରଫ ଓ ଲୋକଲଜ୍ଜା ଭୟରେ ଜୀବନ ହାରିଦେଲେ। ମୋଟଙ୍ଗା ଥାନା ନିମିଧା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ବେଣୁପାଣି ସାହୁ।

also read- ବାଇକକୁ ଧକ୍କା ଦେଇ ଘୋଷାରି ନେଲା ହାଇଓ୍ୱା, ଯୁବକ ମୃତ

ବେକରେ ରଶି ଲଗାଇ ଯୁବକ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।