ବରଗଡ଼ ୨।୯: ବରଗଡ ଅମ୍ବାଭୋନା ବ୍ଲକ ଲାଉନସରା ଅଞ୍ଚଳରେ ବାଘ ଆତଙ୍କ l CCTVରେ କଏଦ ହୋଇଛି ବାଘ ବୁଲୁଥିବାର ଦୃଶ୍ୟ l ମଙ୍ଗଳବାର ବାଘ କୁକୁରକୁ ମାରି ଖାଇଥିଲା l ବନ ବିଭାଗ ପକ୍ଷରୁ ଲାଗିଥିବା ସିସିଟିଭିରେ ଏହି ଚିତ୍ର କଏଦ ହୋଇଛି l

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟଭୀତ କରୁଛନ୍ତି l ବାଘ ଆତଙ୍କ ପରେ ବରଗଡ଼ ଜିଲ୍ଲା ଡିଏଫଓ କହିଛନ୍ତି ବନ ବିଭାଗ ପକ୍ଷରୁ ବାଘକୁ ଟ୍ରାକ୍ କରାଯାଉଛି ।

Also Read:- ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲେନି ମାଆ ଓ ପୁଅ, ଫୋନ୍ ସୁଇଚ୍ ଅଫ୍

ଲୋକଙ୍କୁ ସଚେତନ କରାଯିବା ସହ ବନ ବିଭାଗ ମଧ୍ୟ ତତ୍ପରତାର ସହ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଛି l ଜଙ୍ଗଲରେ ଏବେ ୫୦ରୁ ଅଧିକ ବାଘ ଛଡ଼ା ଯାଇଥିବା ବରଗଡ଼ ଡିଏଫଓ କହିଛନ୍ତି ।

Watch Video: