ନୟାଗଡ଼: ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର। ସକାଳ ୭ଟାରୁ ପାହାଡ଼ ପଥର ସନ୍ଧିରେ ଫସି ରହିଥିଲେ। ପ୍ରାୟ ୧୦ ଘଣ୍ଟାର ଅପରେସନ ପରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ମହୁଫେଣା ଭାଙ୍ଗିବାକୁ ଯାଇ ଫସି ଯାଇଥିଲେ ନାବାଳକ ଶିବ। ବାଉଁଶଗାଡ଼ିଆ କାନିପଦା ନିକଟ ପାହାଡ଼ରେ ଏହି ଘଟଣା ଘଟିଛି। ଉଦ୍ଧାର ପରେ ନାବାଳକକୁ ହସ୍ପିଟାଲ୍ ପଠାଯାଇଛି

Updating...