ଖେଳ

କୋର୍ଟରେ ଜିତିଲେ ଶିଖର ଧାଓ୍ୱନ, ପ୍ରଥମ ପତ୍ନୀ ଫେରାଇବେ କୋଟି କୋଟି ଟଙ୍କା

କୋର୍ଟରେ ଜିତିଲେ ଶିଖର ଧାଓ୍ୱନ, ପ୍ରଥମ ପତ୍ନୀ ଫେରାଇବେ କୋଟି କୋଟି ଟଙ୍କା

February 25, 2026

ନୂଆଦିଲ୍ଲୀ, ୨୫/୦୨: ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଓପନର ଶିଖର ଧାଓ୍ୱନ । ନିକଟରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଏହାରି ଭିତରେ ତାଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ପଟିଆଲା କୋର୍ଟ ଶିଖରଙ୍କ ସପକ୍ଷରେ ବଡ ରାୟ ଦେଇଛନ୍ତି । ତାଙ୍କର ପୂର୍ବ ପତ୍ନୀ ଆୟେଶା ଅଷ୍ଟ୍ରେଲିଆରେ ସମ୍ପତ୍ତି ବିକ୍ରିରେ...

ଇଂଲଣ୍ଡ ଠାରୁ ହାରିବା ପରେ ଫସିଗଲା ପାକିସ୍ତାନ, ଶ୍ରୀଲଙ୍କା ସାଜିବ କଣ୍ଟା, ସେମିଫାଇନାଲ ରାସ୍ତା କଷ୍ଟକର

February 25, 2026

ନୂଆଦିଲ୍ଲୀ: ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ। ସୁପର 8 ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ 2 ୱିକେଟରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଗ୍ରୁପ୍-2ରେ ଏବେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଦମଦାର ଲଢ଼େଇ......

ଇଂଲଣ୍ଡ ଠାରୁ ହାରିବା ପରେ ଫସିଗଲା ପାକିସ୍ତାନ, ଶ୍ରୀଲଙ୍କା ସାଜିବ କଣ୍ଟା, ସେମିଫାଇନାଲ ରାସ୍ତା କଷ୍ଟକର

T 20 World Cup: ପାକିସ୍ତାନକୁ ୨ ଓ୍ଵିକେଟରେ ମାତ୍ ଦେଲା ଇଂଲଣ୍ଡ, ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ

February 24, 2026

ପାଲ୍ଲେକେଲେ: ଟି-୨୦ ବିଶ୍ଵକପ ୨୦୨୬ର ସୁପର-୮ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨ଟି ଓ୍ଵିକେଟରେ ହରାଇଛି। ଏହି ବିଜୟ ସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ଚଳିତ ବିଶ୍ଵକପର ସେମି ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିଜୟରେ ହିରେ......

T 20 World Cup: ପାକିସ୍ତାନକୁ ୨ ଓ୍ଵିକେଟରେ ମାତ୍ ଦେଲା ଇଂଲଣ୍ଡ, ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ବିଶ୍ଵକପ୍ ମଝିରେ ଦଳ ଛାଡ଼ି ଘରକୁ ଫେରିଲେ ଷ୍ଟାର କ୍ରିକେଟର

February 24, 2026

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଟିମ୍ ଇଣ୍ଡିଆର ସେମି ଫାଇନାଲ୍ ଯିବା ମାର୍ଗ ବହୁତ ମୁସ୍କିଲ ହୋଇ ପଡ଼ିଛି। ଏହା ମଧ୍ୟରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା।ଭାରତୀୟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂ ଟୁର୍ଣ୍ଣାମେଣ୍ଟ ମଝିରେ ଘରକୁ ଫେରିଛନ୍ତ......

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ବିଶ୍ଵକପ୍ ମଝିରେ ଦଳ ଛାଡ଼ି ଘରକୁ ଫେରିଲେ ଷ୍ଟାର କ୍ରିକେଟର

ମୋର ଭୁଲ ସ୍ଵୀକାର କରୁଛି; ଦୁଇ ଦଶନ୍ଧି ପରେ ଲିଟିଲ୍ ମାଷ୍ଟରଙ୍କୁ କ୍ଷମା ମାଗିଲେ ଷ୍ଟିଭ ବକନର

February 24, 2026

ନୂଆଦିଲ୍ଲୀ: ଯଦି ଆପଣ ପୁରୁଣା କ୍ରିକେଟ୍ ପ୍ରେମୀ ତେବେ ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ନିଶ୍ଚୟ ହୋଇଥିବେ। ଆଉ ଆପଣ ଷ୍ଟିଭ ବକନରଙ୍କ ନାଁ ଜାଣିଥିବେ ଏବଂ ଶୁଣିଥିବେ। ବକନର ଜଣେ ଅମ୍ପାୟର ଥିଲେ। ତେନ୍ଦୁଲକର ନିଜର କ୍ରିକେଟ୍ କ୍ୟାରିୟରରେ ଅନେକ......

ମୋର ଭୁଲ ସ୍ଵୀକାର କରୁଛି; ଦୁଇ ଦଶନ୍ଧି ପରେ ଲିଟିଲ୍ ମାଷ୍ଟରଙ୍କୁ କ୍ଷମା ମାଗିଲେ ଷ୍ଟିଭ ବକନର