Live Live
LIVE

ରାଜ୍ୟ

ସରଣ୍ଡା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଖସିଗଲା ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା

ସରଣ୍ଡା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଖସିଗଲା ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା

March 08, 2026

ସୁନ୍ଦରଗଡ଼ ୦୮।୦୩ : ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯେଉଁଥିରେ ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା ଖସିଯାଇଥିବାର ସୂଚନା ମିଳିଛି । ଏ ଖବର ବି ପଢନ୍ତୁ:-ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ...

ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ୍ସ, ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡ଼ି

March 08, 2026

ନୟାଗଡ଼ ୦୮।୦୩ : ଘରେ ପଶିଗଲା ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଘର ଭିତରକୁ ପଶିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ, ୩ ଆହତ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୁଗୁଡା ଛକ ନିକଟରେ ବିଳମ୍ବିତ ରାତିରେ......

ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ୍ସ, ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡ଼ି

ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

March 08, 2026

ଭୁବନେଶ୍ୱର ୦୮।୦୩ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Xରେ ପୋଷ୍ଟ କରି ଲେଖିଛନ୍ତି- ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି। ଏହି ଦୃଢ଼......

ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ‘ଯୌନ ନିର୍ଯାତନା’ ସହ ସମାନ

March 08, 2026

ଭୁବନେଶ୍ୱର ୦୮।୦୩ : ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ସହ ସମାନ । ଯଦିଓ ଏଥିରେ ଚର୍ମକୁ ଚର୍ମ ସ୍ପର୍ଶ ହୋଇନି ତଥାପି ଏହାକୁ ଯୌନ ନିର୍ଯାତନା ଆଇନର ଅନ୍ତର୍ଭୁକ୍ତ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ......

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ‘ଯୌନ ନିର୍ଯାତନା’ ସହ ସମାନ

ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଟଙ୍କା, ଖାତାକୁ ଆସିବ କିସ୍ତି

March 08, 2026

ଭୁବନେଶ୍ୱର ୦୮।୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚର......

ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଟଙ୍କା, ଖାତାକୁ ଆସିବ କିସ୍ତି