ରାଜ୍ୟ

ଏସପିଙ୍କୁ ପରିଚୟ ପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ବାନ୍ଧିନେଲା ପୋଲିସ !

ଏସପିଙ୍କୁ ପରିଚୟ ପତ୍ର ଦେଖାଇଲେ RAW- ଆଇବି ଏଜେଣ୍ଟ, ବାନ୍ଧିନେଲା ପୋଲିସ !

July 16, 2026

ବ୍ରହ୍ମପୁର, ୧୬|୦୭: ସାଧାରଣ ଲୋକଙ୍କୁ ନୁହେଁ, ଏସ୍ପି, ଉପଜିଲ୍ଲାପାଳଙ୍କୁ ଦୁଇଜଣ ଦେଖାଇଲେ ଜାଲ୍ ପରିଚୟପତ୍ର । ନିଜକୁ ଇନଟେଲିଜେନ୍ସ ବ୍ୟୁରୋ(ଆଇବି) ଏବଂ ରିସର୍ଚ୍ଚ ଏଣ୍ଡ୍ ଆନାଲିସିସ୍ ୱିଙ୍ଗ୍(ର) ଏଜେଣ୍ଟ ବୋଲି ପରିଚୟ ଦେଲେ। ବ୍ରହ୍ମପୁର ଏସ୍ପି ଉଭୟଙ୍କ ଉପରେ ସନ୍ଦେହ ପ୍ରକଟ କରି ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ...

ବିକାଶର ବିକଳ ଚିତ୍ର : ରାସ୍ତା ନାହିଁ, ରସ ହଣ୍ଡାରେ ଶିଶୁକୁ ହସ୍ପିଟାଲ ନେଲେ ପରିବାର ଲୋକେ, ବଢ଼ି ପାଣିରେ ପାର୍ କଲେ ନଦୀ

July 16, 2026

କନ୍ଧମାଳ, ୧୬|୦୭: ପଥୁରିଆ ରାସ୍ତାରେ କିଛି ବାଟ ଚାଲିଚାଲି ନଦୀକୂଳରେ ପହଞ୍ଚିଲେ ତିନି ଜଣ ମହିଳା ଓ ଜଣେ ପୁରୁଷ । ଜଣେ ମହିଳାଙ୍କ କାଖରେ ଅସୁସ୍ଥ ଶିଶୁ। ସାଙ୍ଗରେ ଅଛି ବଡ଼ ଆକାରର ଏକ ରସ ହଣ୍ଡା । ନଦୀ କୂଳରେ ପହଞ୍ଚିବା ପରେ ସମସ୍ତେ ପୋଷାକ......

ବିକାଶର ବିକଳ ଚିତ୍ର : ରାସ୍ତା ନାହିଁ, ରସ ହଣ୍ଡାରେ ଶିଶୁକୁ ହସ୍ପିଟାଲ ନେଲେ ପରିବାର ଲୋକେ, ବଢ଼ି ପାଣିରେ ପାର୍ କଲେ ନଦୀ

‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍‌ ଫିଲ୍ମ ପ୍ରଦର୍ଶନ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ

July 16, 2026

କଟକ: ବିବାଦ ଘେରରେ ଆନିମେଟେଡ ଫିଲ୍ମ "ମହାପ୍ରଭୁ ଜଗନ୍ନାଥ"। ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ମାନ୍ୟବର ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଅଦାଲତଙ୍କ ପରବର୍ତ୍ତୀ ଆଦେଶ ପ୍ରକାଶ ନପାଇବା ପର୍ଯ୍ୟନ୍ତ ସିନେମାର ପ୍ରଦର୍ଶନ କରାଯାଇପାରିବ......

‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍‌ ଫିଲ୍ମ ପ୍ରଦର୍ଶନ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଝୁଲି ଝୁଲି ରଥାରୁଢ଼ ହେବେ ଚତୁର୍ଦ୍ଧାମୂରତି

July 16, 2026

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିଆରମ୍ଭ ହୋଇଛି।ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ର......

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଝୁଲି ଝୁଲି ରଥାରୁଢ଼ ହେବେ ଚତୁର୍ଦ୍ଧାମୂରତି

ଛାଡ଼ିବନି ବର୍ଷା, ଆସୁଛି ପୁଣି ଏକ ଲଘୁଚାପ : ଏହି ସବୁ ଜିଲ୍ଲାବାସୀ ରୁହନ୍ତୁ ସତର୍କ

July 16, 2026

ଭୁବନେଶ୍ବର, ୧୬|୦୭: ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ରଥଯାତ୍ରା ଅବସରରେ ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କ......

ଛାଡ଼ିବନି ବର୍ଷା, ଆସୁଛି ପୁଣି ଏକ ଲଘୁଚାପ : ଏହି ସବୁ ଜିଲ୍ଲାବାସୀ ରୁହନ୍ତୁ ସତର୍କ