ରାଜ୍ୟ

ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ମହିଳା କିରାଣୀ, ଭାଇରାଲ୍ ଭିଡିଓରେ କହୁଛନ୍ତି, ଲାଞ୍ଚ ଟଙ୍କାରେ ଅନ୍ୟ ଅଫିସରଙ୍କ ଭାଗ ଅଛି..

ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ମହିଳା କିରାଣୀ, ଭାଇରାଲ୍ ଭିଡିଓରେ କହୁଛନ୍ତି, ଲାଞ୍ଚ ଟଙ୍କାରେ ଅନ୍ୟ ଅଫିସରଙ୍କ ଭାଗ ଅଛି..

June 12, 2026

ସମ୍ବଲପୁର ୧୨।୬: ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଅଭିଯୋଗ । ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କିରାଣୀ । କିରାଣୀଙ୍କ ଲାଞ୍ଚ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଡ଼ ବଡ଼ ଅଧିକାରୀଙ୍କ ପାଇଁ ଲାଞ୍ଚ ମାଗୁଛନ୍ତି କିରାଣୀ...

କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ଦେୟମୁକ୍ତ ଶିକ୍ଷା, ଗରିବ ବାପା-ମାଆଙ୍କୁ ଖୁସି କରିଦେଲେ ମୋହନ ସରକାର

June 12, 2026

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି......

କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ଦେୟମୁକ୍ତ ଶିକ୍ଷା, ଗରିବ ବାପା-ମାଆଙ୍କୁ ଖୁସି କରିଦେଲେ ମୋହନ ସରକାର

Honey Bee Attack: ଶାଶୁଙ୍କ ଶ୍ରାଦ୍ଧରେ ବୋହୂଙ୍କୁ ବିନ୍ଧି ମାରିଦେଲେ ହଜାର ହଜାର ମହୁମାଛି, ୧୨ରୁ ଅଧିକ ଆହତ

June 12, 2026

ଭଦ୍ରକ ୧୨।୬: ମହୁମାଛି ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ । ୧୨ରୁ ଅଧିକ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଏରଡ଼ା ପଞ୍ଚାୟତର ବାସୁଆପଦା ଗାଁରେ । ଗ୍ରାମର ରଜନୀକାନ୍ତ ସାହୁଙ୍କ ସ୍ତ୍ରୀ ବାସ......

Honey Bee Attack: ଶାଶୁଙ୍କ ଶ୍ରାଦ୍ଧରେ ବୋହୂଙ୍କୁ ବିନ୍ଧି ମାରିଦେଲେ ହଜାର ହଜାର ମହୁମାଛି, ୧୨ରୁ ଅଧିକ ଆହତ

ତାତିରୁ ମିଳିବ ତ୍ରାହି ! ଚାଷୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

June 12, 2026

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର......

ତାତିରୁ ମିଳିବ ତ୍ରାହି ! ଚାଷୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

ଚିକିତ୍ସାଧୀନ ଅବସ୍ଥାରେ MV କନଷ୍ଟେବଲଙ୍କ ମୃତ୍ୟୁ, ସିବିଆଇ ତଦନ୍ତ ଦାବି କଲେ ପରିବାର

June 12, 2026

ଭୁବନେଶ୍ବର ୧୨।୬: MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ଘଟିଥିବା ଭଉଣୀ ଦେଲେ ସୂଚନା । ଶରୀରର ୯୦ ପ୍ରତିଶ......

ଚିକିତ୍ସାଧୀନ ଅବସ୍ଥାରେ MV କନଷ୍ଟେବଲଙ୍କ ମୃତ୍ୟୁ, ସିବିଆଇ ତଦନ୍ତ ଦାବି କଲେ ପରିବାର