Live Live

ରାଜ୍ୟ

ଅଧାରାତିରେ କିଏ ଫିଙ୍ଗିଲା ବୋମା, ରାତ୍ରି ଭୋଜନ ପରେ ଶୋଇଥିଲେ ସମସ୍ତେ…

ଅଧାରାତିରେ କିଏ ଫିଙ୍ଗିଲା ବୋମା, ରାତ୍ରି ଭୋଜନ ପରେ ଶୋଇଥିଲେ ସମସ୍ତେ…

January 27, 2026

ଛତ୍ରପୁର ୨୭।୦୧ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଚିକଲଖଣ୍ଡି ଗାଁରେ ବେମାମାଡ଼। ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇ...

ଆସ ଆସ ଆଜିଠୁ ଦେଖିବ ଯାତେରା, ସାତ ପେଣ୍ଡାଲରେ ନାଚିବେ ୧୫ ପାର୍ଟି

January 27, 2026

ଭୁବନେଶ୍ୱର ୨୭।୦୧ : ଆରମ୍ଭ ହୋଇଛି ଖଣ୍ଡଗିରି ମେଳା । ମଙ୍ଗଳବାରଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ । ଦୁଲୁକିବ ଖଣ୍ଡଗିରି। ସଂଳାପ ଭାଙ୍ଗିବ ରାତିର ନିରବତା । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲବା । ପ୍ର......

ଆସ ଆସ ଆଜିଠୁ ଦେଖିବ ଯାତେରା, ସାତ ପେଣ୍ଡାଲରେ ନାଚିବେ ୧୫ ପାର୍ଟି

ଜାନୁଆରୀ ୨୬ରେ ବୁଲିଲା ଖଣ୍ଡା, ପରିବା ଦୋକାନୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୫ ଯୁବକ

January 26, 2026

ଢେଙ୍କାନାଳ: ପୂର୍ବ ବିବାଦକୁ କେନ୍ଦ୍ରକରି ଢେଙ୍କାନାଳ ସହରରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁତ୍ତ । ସହରର ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଘଟିଛି ଏହି ମରଣାନ୍ତକ ଆକ୍ରମଣ । ଦୁର୍ବୁତ୍ତଙ୍କ ଖଣ୍ଡା ଓ......

ଜାନୁଆରୀ ୨୬ରେ ବୁଲିଲା ଖଣ୍ଡା, ପରିବା ଦୋକାନୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୫ ଯୁବକ

ଖଣ୍ଡଗିରି ମେଳାର ଶୋଭା ବଢାଇଛନ୍ତି ସ୍ୱାମୀ ଆନନ୍ଦରାଜ, ଇନ୍ଦ୍ରିୟକୁ ବଶିକରଣ କରିବାର ଦେଉଛନ୍ତି ବାର୍ତ୍ତା

January 26, 2026

ଭୁବନେଶ୍ୱର: ଆରମ୍ଭ ହେଲା ଖଣ୍ଡଗିରି ମେଳା। ଏହି ଅବସରରେ ମେଳାର ଶୋଭା ବଢେଇଛନ୍ତି। ହୋମ,ତପ-ଜପ, ମନ୍ତ୍ରଧ୍ୱନୀରେ କମ୍ପି ଉଠୁଛି ପୂରା ପରିବେଶ। ଚଳିତ ମେଳାରେ ଲଙ୍ଗୁଡ଼ୁ ବାବା, ଷ୍ଟାଡିଂ ବାବା ଓ ଡକ୍ଟର ବାବାଙ୍କ ବ୍ୟତୀତ ସ୍ୱାମୀ ଆନନ୍ଦରାଜାଙ......

ଖଣ୍ଡଗିରି ମେଳାର ଶୋଭା ବଢାଇଛନ୍ତି ସ୍ୱାମୀ ଆନନ୍ଦରାଜ, ଇନ୍ଦ୍ରିୟକୁ ବଶିକରଣ କରିବାର ଦେଉଛନ୍ତି ବାର୍ତ୍ତା

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ; ଏହି ଅବସରରେ କୋରାପୁଟ ଜିଲ୍ଲାକୁ ଓଡ଼ିଶା ମୁକୁଟର ମାଣିକ କହିଲେ ଉପମୁଖ୍ୟମନ୍ତ୍ରୀ

January 26, 2026

କୋରାପୁଟ : କୋରାପୁଟରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ କୋରା......

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ; ଏହି ଅବସରରେ କୋରାପୁଟ ଜିଲ୍ଲାକୁ ଓଡ଼ିଶା ମୁକୁଟର ମାଣିକ କହିଲେ ଉପମୁଖ୍ୟମନ୍ତ୍ରୀ