Live Live

ରାଜ୍ୟ

ଅଧରାତିରେ ଗାଁରେ ପଶିଲା, ମେଣ୍ଢା ମାରି ଖାଇଲା ; ଏବେ ଛାନିଆ ଗ୍ରାମବାସୀ

ଅଧରାତିରେ ଗାଁରେ ପଶିଲା, ମେଣ୍ଢା ମାରି ଖାଇଲା ; ଏବେ ଛାନିଆ ଗ୍ରାମବାସୀ

February 05, 2026

ହିନ୍ଦୋଳ ୫।୨: ଆତଙ୍କ ଖେଳାଇଲା ବାଘ । ଜନବସତି ମୁହାଁ ହେଲା । ମେଣ୍ଢାଶାଳରେ ପଶି ମାରି ଖାଇଲା ୧୦ ମେଣ୍ଢା । ଭୟରେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏଭଳି ବାଘ ଆତଙ୍କ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଢେଙ୍କ...

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଗାଡ଼ିରେ ଥିଲେ ଶତାଧିକ ଯାତ୍ରୀ

February 05, 2026

ଭଦ୍ରକ ୦୫।୦୨ : ଯାଜପୁରରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା। ଯଖପୁରା ନିକଟରେ ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଯଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ବଗି। ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ। ଖବର......

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଗାଡ଼ିରେ ଥିଲେ ଶତାଧିକ ଯାତ୍ରୀ

୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା, ଦୋକାନ ବଜାର ସବୁ ବନ୍ଦ

February 05, 2026

କଳାହାଣ୍ଡି ୦୫।୦୨ : ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ । ଗୁରୁବାର ଦିନ ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଦ୍ୱାରା ବିଜ୍ଞାପିତ ଲାଞ୍ଜିଗଡ଼ ସବ୍-ରେଜିଷ୍ଟାର କାର୍ଯ୍ୟାଳୟକୁ......

୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା, ଦୋକାନ ବଜାର ସବୁ ବନ୍ଦ

ଆତ୍ମହତ୍ୟା କଲେ ସୁନୀଲ ସେଠୀ, ନିଜ ବନ୍ଧୁକରୁ ନିଜକୁ ମାରିଲେ ଗୁଳି

February 05, 2026

ନୟାଗଡ଼ ୦୫।୦୨ : ଆତ୍ମହତ୍ୟା କଲେ ସୁନୀଲ ସେଠୀ । ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ କନେଷ୍ଟବଳ ସୁନୀଲ ସେଠୀ । ନୟାଗଡ଼ ବାରାକରେ ଘଟିଛି ଏପରି ଅଘଟଣ । ଏ ଖବରବି ପଢନ୍ତୁ:- ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲ......

ଆତ୍ମହତ୍ୟା କଲେ ସୁନୀଲ ସେଠୀ, ନିଜ ବନ୍ଧୁକରୁ ନିଜକୁ ମାରିଲେ ଗୁଳି

ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲାର ଇଂରାଜୀ ବନାନ୍

February 05, 2026

ଭୁବନେଶ୍ୱର ୦୫/୦୨: ୭ଜିଲ୍ଲାର ଇଂରାଜୀ ନାଁ ବଦଳିବ । ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର । ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ......

ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲାର ଇଂରାଜୀ ବନାନ୍