ରାଜ୍ୟ

ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶନିବାର ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ

ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶନିବାର ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ

July 24, 2026

ପୁରୀ ୨୪।୭: ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ । ଲକ୍ଷାଧିକ ଭକ୍ତଙ୍କ ଗହଳି ସହିତ ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗଜପତି ମହାରାଜାଙ୍କ ଶ୍ରୀନଅର ସମ୍ମୁଖରେ...

UCCIL Ladies Forum ପକ୍ଷରୁ ବାଗ୍‌ଚୀ କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟରରେ ବୃକ୍ଷରୋପଣ

July 24, 2026

ଭୁବନେଶ୍ୱର: ଗତ ଜୁଲାଇ ୨୩ ତାରିଖରେ ୟୁସିଆଇଏଲ୍ ଲେଡିଜ୍ ଫୋରମ୍ (UCCIL Ladies Forum) ଏବଂ ପ୍ଲାଣ୍ଟ ଲଭର୍ ଆସୋସିଏସନ୍ (Plant Lover Association) ର ମିଳିତ ସହଯୋଗରେ ବାଗ୍ଚୀ କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟର ପରିସରରେ ଏକ ବୃକ୍ଷ......

UCCIL Ladies Forum ପକ୍ଷରୁ ବାଗ୍‌ଚୀ କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟରରେ ବୃକ୍ଷରୋପଣ

ନେଉଥିଲେ ୫ ହଜାର ୫ ଶହ ଲାଞ୍ଚ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

July 24, 2026

କେନ୍ଦ୍ରାପଡ଼ା ୨୪।୭: ଜମିଜମା ସଂକ୍ରାନ୍ତୀୟ କାମ କରି ଦେବା ପାଇଁ ମାଗିଥିଲେ ଲାଞ୍ଚ । ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ସହକାରୀ ରାଜସ୍ୱ ନିରୀକ୍ଷକ l କେନ୍ଦ୍ରାପଡା ଜିଲ୍ଲା କାଉପ......

ନେଉଥିଲେ ୫ ହଜାର ୫ ଶହ ଲାଞ୍ଚ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

Shepherd's son cracks NEET : ବାପା ମେଣ୍ଢା ଚରାନ୍ତି, ପୁଅ ପାଇଲେ ନିଟ୍, ହେଲେ କେମିତି ପଢ଼ିବେ ଡାକ୍ତରୀ ପାଠ ତାକୁ ନେଇ ଚିନ୍ତା

July 24, 2026

ସୁବର୍ଣ୍ଣପୁର :  ମେଣ୍ଢା ପଲଙ୍କ ଭିତରେ ଜୀବନ। ମେଣ୍ଢା ଚରେଇଲେ ଆଉ ବିଲକୁ ଗଲେ, ଘର ଚଳେ। ନହେଲେ ଭଲ କରି ଖାଇବା ବି ହୋଇ ପଡ଼େ ମୁସ୍କିଲ। ଏମିତି କହିବାକୁ ଗଲେ ନିଇତି ଖଟିଲେ ଖାଇବେ। ଏ ଦୃଶ୍ୟ ବା ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ କଣ ଲାଗୁଛ......

Shepherd's son cracks NEET : ବାପା ମେଣ୍ଢା ଚରାନ୍ତି, ପୁଅ ପାଇଲେ ନିଟ୍, ହେଲେ କେମିତି ପଢ଼ିବେ ଡାକ୍ତରୀ ପାଠ ତାକୁ ନେଇ ଚିନ୍ତା

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି

July 24, 2026

ପୁରୀ ୨୪।୭: ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା । ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି ବିଜେରେ ଆସି ରଥାରୂଢ଼ ହେଲେ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍......

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି