Live Live
LIVE

ରାଜ୍ୟ

ବ୍ରିଜ୍ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପାରିବାରିକ କଳହ ସାଜିଲା କାରଣ !

ବ୍ରିଜ୍ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପାରିବାରିକ କଳହ ସାଜିଲା କାରଣ !

December 20, 2025

ବଲାଙ୍ଗୀର ୨୦।୧୨ : ବ୍ରିଜ୍ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସୋନଗଡ଼ ବ୍ରିଜ୍ ଉପରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ନାମ ଆନନ୍ଦ କୁମୁରିଆ, ତାଙ୍କ ଘର ଦେଓଗାଁ ସିକୁଆ ଗାଁରେ ବୋଲି ଜଣାପଡିଛି । ପାରିବାରିକ କଳହକୁ ନେଇ ଏପରି ଘଟିଥିବା ପୋଲିସର...

ନବମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ ! ସ୍କୁଲ ଯିବାକୁ ଅମଙ୍ଗ ଛାତ୍ର

December 20, 2025

ମାଲକାନଗିରି ୨୦।୧୨ : ଛାତ୍ରଙ୍କୁ ରାଗିଂ ଅଭିଯୋଗ। ମାଲକାନଗିରି ଜିଲ୍ଲା ବାଲିମେଳା ଜବାହାର ନବୋଦୟ ବିଦ୍ୟାଳୟରୁ ଆସିଲା ସାଂଘାତିକ ଅଭିଯୋଗ। ନବମ ଶ୍ରେଣୀର କିଛି ଛାତ୍ରୀଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବାର ଅଭିଯୋଗ ଆସିଛି । ଖବର......

ନବମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ ! ସ୍କୁଲ ଯିବାକୁ ଅମଙ୍ଗ ଛାତ୍ର

ବିବାହିତ ମହିଳାଙ୍କୁ କରୁଥିଲେ ପ୍ରେମ ! ଗାଁରୁ ମିଳିଲା ଯୁବକଙ୍କ ମୃତଦେହ

December 20, 2025

ଯାଜପୁର ୨୦।୧୨ : ପ୍ରେମିକା ଗାଁରେ ପ୍ରେମିକାର ମୃତ୍ୟୁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପୁଅକୁ ହତ୍ୟା କରାଯାଇଥିବା ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା । ପୋଲିସ ମୃତ......

ବିବାହିତ ମହିଳାଙ୍କୁ କରୁଥିଲେ ପ୍ରେମ ! ଗାଁରୁ ମିଳିଲା ଯୁବକଙ୍କ ମୃତଦେହ

ନିଶାଶକ୍ତ ହୋଇ ଚଲାଉଥିଲେ ଗାଡି, ପୋଲିସ ଅଟକାଇଲା ବୋଲି ଆଟାକ୍ କଲେ

December 20, 2025

ଭୁବନେଶ୍ୱର ୨୦/୧୨ : ମଦ ପିଇ ନିଶାରେ ଚୂର୍ ହୋଇ ଚଲାଉଥିଲେ କାର୍ । ହାଭଭାବ ଦେଖି ଗାଡି ଅଟକାଇଲା ପିସିଆର । ଆଉ ପିସିଆର ପୋଲିସ ଅଟକାଇବାରୁ ପୋଲିସକୁ ନିସ୍ତୁକ ପିଟିଲେ । ଖାଲି ପିଟିଲେନି ତ ମୋବାଇଲ ଓ ବଡ଼ି କ୍ୟାମେରା ବି ଛଡ଼ାଇନେଲେ । ସର୍ବସା......

ନିଶାଶକ୍ତ ହୋଇ ଚଲାଉଥିଲେ ଗାଡି, ପୋଲିସ ଅଟକାଇଲା ବୋଲି ଆଟାକ୍ କଲେ

ଭୟଙ୍କର ଦୁର୍ଘଟଣା, ଧକ୍କା ପରେ କାର୍‌କୁ ୨୦ ମିଟର ଘୋଷାଡ଼ି ନେଲା ହାଇଓ୍ୱା

December 20, 2025

ଭୁବନେଶ୍ୱର ୨୦।୧୨: ରାଜଧାନୀରେ ଛାତିଥର ଦୁର୍ଘଟଣା । ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । କାର୍କୁ ୨୦ ମିଟର ଘୋଷାଡ଼ି ନେଲା ହାଇଓ୍ୱା । ଏହି ଦୁର୍ଘଟଣାରେ କାର୍ଟି ଭାଙ୍ଗି ଚୁର୍ମାର ହୋଇଯାଇଛି । ଖବର ଅନୁଯାୟୀ, ର......

ଭୟଙ୍କର ଦୁର୍ଘଟଣା, ଧକ୍କା ପରେ କାର୍‌କୁ ୨୦ ମିଟର ଘୋଷାଡ଼ି ନେଲା ହାଇଓ୍ୱା