Live Live
LIVE

ରାଜ୍ୟ

୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା, ପୀତାପଲ୍ଲୀରେ ଟ୍ରେଲରକୁ ପିଟିଲା କାର୍

୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା, ପୀତାପଲ୍ଲୀରେ ଟ୍ରେଲରକୁ ପିଟିଲା କାର୍

January 21, 2026

ଭୁବନେଶ୍ବର: ୨୪ ଘଣ୍ଟା ନପୁରୁଣୁ ପୁଣି ଥାର୍ ଦୁର୍ଘଟଣା। ଭୁବନେଶ୍ବର ପୀତାପଲ୍ଲୀରେ ପୁଣି ଏକ ଥାର୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଥାରରେ ଥିବା ୩ ଜଣକ ମୃତ୍ୟୁ ହୋଇଥିବାବେଳେ, ଥାର୍ ଗାଡ଼ିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ତେବେ ଖବର ପାଇଁ ଅଗ୍ନିଶମ ବିଭାଗ, ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଜଟିଳ ନ୍ୟୁରୋସର୍ଜରୀ ସଫଳ, ୫୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ କଢ଼ାଗଲା ଟ୍ୟୁମର

January 21, 2026

ଭୁବନେଶ୍ୱର: ଦକ୍ଷିଣ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଦ୍ଭୁତପୂର୍ବ ସଫଳତା ଆଣିଛି ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୩ । ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ......

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଜଟିଳ ନ୍ୟୁରୋସର୍ଜରୀ ସଫଳ, ୫୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ କଢ଼ାଗଲା ଟ୍ୟୁମର

ଓଡ଼ିଶାର ସୁରକ୍ଷିତ ସଡ଼କ ଡିଜାଇନିଂ ପାଇଁ ଇଞ୍ଜିନିୟରଙ୍କ ତିନି ଦିନିଆ ସ୍ୱତନ୍ତ୍ର କର୍ମଶାଳା

January 21, 2026

ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆରବିଜି ଲ୍ୟାବ୍ସ, ଆଇଆଇଟି ମାଡ୍ରାସ ସହଯୋଗରେ ରୋଡ୍ ଇଞ୍ଜିନିୟରିଂ ପାଇଁ ତିନି ଦିନିଆ ତ୍ୱତନ୍ତ୍ର ତାଲିମ ଅଧିବେଶନ ଆୟୋଜିତ ହୋଇଥି......

ଓଡ଼ିଶାର ସୁରକ୍ଷିତ ସଡ଼କ ଡିଜାଇନିଂ ପାଇଁ ଇଞ୍ଜିନିୟରଙ୍କ ତିନି ଦିନିଆ ସ୍ୱତନ୍ତ୍ର କର୍ମଶାଳା

ତିନିଦିନିଆ ମତ୍ସ୍ୟ- ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୬ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ପଶୁ ପାଳନ ପରି ଲାଭଦାୟକ ବ୍ୟବସାୟ କରିବାକୁ ଦେଲେ ପରାମର୍ଶ

January 21, 2026

ଭୁବନେଶ୍ୱର: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ମୋହ......

ତିନିଦିନିଆ ମତ୍ସ୍ୟ- ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୬ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ପଶୁ ପାଳନ ପରି ଲାଭଦାୟକ ବ୍ୟବସାୟ କରିବାକୁ ଦେଲେ ପରାମର୍ଶ

ପଞ୍ଚାୟତ ପୂର୍ବରୁ ପୌର ଫାଇଟ୍, ଜୁନ ସୁଦ୍ଧା ସରିବ ନବଗଠିତ ଏନଏସି ନିର୍ବାଚନ

January 21, 2026

ଭୁବନେଶ୍ଵର: ଜୁନ ମାସ ସୁଦ୍ଧା ସରିବ ନବଗଠିତ ଏନଏସି ନିର୍ବାଚନ । ଗତ ମାସରେ ସରକାର ଯେଉଁ ୨୮ ଟି ନୂଆ ଏନଏସି, ଘୋଷଣା କରିଥିଲେ ନିୟମ ଅନୁଯାୟୀ ସେସବୁ ଯାଗାରେ ଜୁନ୍ ମାସ ସୁଦ୍ଧା ନିର୍ବାଚନ ସାରିବାକୁ ପଡିବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ......

ପଞ୍ଚାୟତ ପୂର୍ବରୁ ପୌର ଫାଇଟ୍, ଜୁନ ସୁଦ୍ଧା ସରିବ ନବଗଠିତ ଏନଏସି ନିର୍ବାଚନ