Live Live
LIVE

ରାଜ୍ୟ

ସରଣ୍ଡା ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ : କାଲି ଗଡ଼ିଥିଲା ୧୫ ମୁଣ୍ଡ, ଆଜି ଗଡ଼ିଲା ୩ ମୁଣ୍ଡ

ସରଣ୍ଡା ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ : କାଲି ଗଡ଼ିଥିଲା ୧୫ ମୁଣ୍ଡ, ଆଜି ଗଡ଼ିଲା ୩ ମୁଣ୍ଡ

January 23, 2026

ରାଉରକେଲା ୨୩।୧: ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଚାଲିଛି ଆଣ୍ଟି ନକ୍ସଲ ଅପରେସନ । ସାମିଲ ହୋଇଛନ୍ତି CRPF, କୋବ୍ରା ସହ ଝାଡଖଣ୍ଡ ଜଗୁଆର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଟପ୍ ମାଓନେତା ରାପା ମୁଣ୍ଡା । ତାଙ୍କ...

ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବନି ମୁଖ୍ୟମନ୍ତ୍ରୀ ବସ୍ ସେବା, ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

January 23, 2026

କଟକ ୨୩।୧: ଘରୋଇ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ । ଶନିବାର ଠାରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା । ଏ ନେଇ ସୂଚନା ଦେଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ରାଜ୍ୟ ସରକାର ଦାବି ମାନିବା......

ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବନି ମୁଖ୍ୟମନ୍ତ୍ରୀ ବସ୍ ସେବା, ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ, ରାୟପୁର ରେଞ୍ଜ ହେଲା ନକ୍ସଲ ମୁକ୍ତ

January 23, 2026

ଉମରକୋଟ ୨୩।୧: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଧମତରୀ ଜିଲ୍ଲାରେ ୯ ଜଣ ସକ୍ରିୟ ନକ୍ସଲ ହିଂସାର ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି । ଏହି ବଡ଼ ଧରଣର ଆତ୍ମସମର୍ପଣ ପର......

ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ, ରାୟପୁର ରେଞ୍ଜ ହେଲା ନକ୍ସଲ ମୁକ୍ତ

ଦେଇନଥିଲେ ୬ ମାସର କିସ୍ତି, କାର୍‌କୁ ଉଠାଇବା ବେଳେ ଆକ୍ରମଣ : ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଗୁରୁତର

January 23, 2026

ଭଦ୍ରକ ୨୩।୧: ଋଣ ଖିଲାପୀଙ୍କ ଆକ୍ରମଣରେ ଜଣେ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଗୁରୁତର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଞ୍ଜୁରୀରୋଡ ଲକ୍ଷ୍ମୀବଜାରରେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାର......

ଦେଇନଥିଲେ ୬ ମାସର କିସ୍ତି, କାର୍‌କୁ ଉଠାଇବା ବେଳେ ଆକ୍ରମଣ : ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଗୁରୁତର

ଶଙ୍ଖ ଭବନ ଆଗରେ ପାଟକୁରା ବିଧାୟକଙ୍କ ଶହ ଶହ ସମର୍ଥକ, ନିଲମ୍ବନ ନିଷ୍ପତିର ପୁନର୍ବିଚାର ପାଇଁ ପ୍ରତିଶ୍ରୁତି

January 23, 2026

ଭୁବନେଶ୍ବର ୨୩।୧: ତେଜିଲା ବିଜେଡି ଭିତରେ ରାଜନୀତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ । ଶଙ୍ଖ ଭବନ ଆଗରେ ଅରବିନ୍ଦଙ୍କ ଶହ ଶହ ସମର୍ଥକ ମେଳି କରିଛନ୍ତି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ......

ଶଙ୍ଖ ଭବନ ଆଗରେ ପାଟକୁରା ବିଧାୟକଙ୍କ ଶହ ଶହ ସମର୍ଥକ, ନିଲମ୍ବନ ନିଷ୍ପତିର ପୁନର୍ବିଚାର ପାଇଁ ପ୍ରତିଶ୍ରୁତି