Live Live
LIVE

ରାଜ୍ୟ

ଧର୍ମଘଟରୁ ଓହରିଲା ବସ୍ ମାଲିକ ସଂଘ, ବୈଠକରେ ଉଭୟ ପକ୍ଷ ରାଜି ପରେ ନିଷ୍ପତ୍ତି

ଧର୍ମଘଟରୁ ଓହରିଲା ବସ୍ ମାଲିକ ସଂଘ, ବୈଠକରେ ଉଭୟ ପକ୍ଷ ରାଜି ପରେ ନିଷ୍ପତ୍ତି

January 24, 2026

କଟକ ୨୪/୦୧: ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ସଂଘର ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଫଳରେ ପୂର୍ବପରି ବସ୍ ସେବା ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ବସ୍ ଚାଲିପାରିବ ସେଥିପାଇଁ ଲକ୍ଷ୍ମୀ ବସ୍ ସେବା...

ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ; ମିଳିବନି ମାଛ, ମାଂସ ଓ ଅଣ୍ଡା !

January 23, 2026

କୋରାପୁଟ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଏହି ଦିନ ସବୁ ଆମିଷ ଦୋକାନ ବନ୍ଦ ରଖାଯିବ। ଏଭଳି ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଶୁକ୍ରବାନ ଏନେଇ କୋରାପୁ......

ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ; ମିଳିବନି ମାଛ, ମାଂସ ଓ ଅଣ୍ଡା !

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ

January 23, 2026

ଜଗତସିଂହପୁର: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଶବ ରଖି ରାସ୍ତା ଅବରୋଧ କଲେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ। ଶୁକ୍ରବାର ଜଗତସିଂହପୁର ସଦର ଥାନା ହାଟ ବଜାରଠାରେ ସୃଷ୍ଟି ହେ......

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ

ସରିଲା ରଥକାଠ ଅନୁକୂଳ, ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି

January 23, 2026

ପୁରୀ: ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି। ଏହି ଦିନ ରଥ କାଠ ଅନୁକୂଳ କରାଯାଇଥାଏ ଆଉ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ରଥ ନିର୍ମାଣ। ଏହି କ୍ରମରେ ଶୁକ୍ରବାର ହୋଇଛି ୨୦୨୬ ବର୍ଷର ରଥଯାତ......

ସରିଲା ରଥକାଠ ଅନୁକୂଳ, ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି

ଗଛରେ ପିଟିହେଲା ବାଇକ୍ : ଅଧାବାଟରେ ଜଣେ, ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ

January 23, 2026

ଭଦ୍ରକ ୨୩।୧: ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନିକଟରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଦୁଇ ଜଣ ବାଇକ୍ ଆରୋହୀ କଉପୂର୍ ଅଞ୍ଚଳରୁ ବାଇକ୍ ଯୋଗେ ଭଦ୍ରକ ଆଡ଼କୁ ଫ......

ଗଛରେ ପିଟିହେଲା ବାଇକ୍ : ଅଧାବାଟରେ ଜଣେ, ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ