Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

Rajya Sabha Election: ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ

Rajya Sabha Election: ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ

June 05, 2026

ଭୁବନେଶ୍ବର ୫।୬: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ କଲେ ଦେବାଶିଷ ସାମନ୍ତରାୟ । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦେବାଶିଷ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ଗୁରୁବାର ରାଜ୍ୟସଭା...

ଆସନ୍ତା ୩୦ ଯାଏଁ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଙ୍ଘ, ବସ୍ ଭଡ଼ା ବୃଦ୍ଧି ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର

June 05, 2026

କଟକ ୫।୬: ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ । ଧର୍ମଘଟ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଙ୍ଘ । ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ ହୋଇଛି । ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତ......

ଆସନ୍ତା ୩୦ ଯାଏଁ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଙ୍ଘ, ବସ୍ ଭଡ଼ା ବୃଦ୍ଧି ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର

ବିଜେଡିକୁ ମନ୍ତ୍ରୀଙ୍କ କଟାକ୍ଷ, କହିଲେ- ସମୟ ଆସିବ ହୋଇଯିବେ ଅଲଆଉଟ୍

June 05, 2026

ଭୁବନେଶ୍ୱର: ବିଜେଡି ଏବେ ବିଲୟ ମୁହାଁ। ସମୟ ଆସିବ ବିଜେଡି ଅଲ ଆଉଟ ହୋଇଯିବେ। ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପ୍ରସ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେପି ସହ କେଉଁ ମାନେ ଯୋଗାଯୋଗରେ ଅଛନ୍ତି ବିଜ......

ବିଜେଡିକୁ ମନ୍ତ୍ରୀଙ୍କ କଟାକ୍ଷ, କହିଲେ- ସମୟ ଆସିବ ହୋଇଯିବେ ଅଲଆଉଟ୍

ଘରୋଇ ସ୍କୁଲକୁ NOC ଦେବାକୁ ନେଉଥିଲେ ଲାଞ୍ଚ, ୧୦ ହଜାର ଟଙ୍କା ସହ ଧରାପଡ଼ିଲେ ଜୁନିଅର ଆସିଷ୍ଟାଣ୍ଟ

June 05, 2026

ଭଦ୍ରକ ୫।୬: ୧୦ ହଜାର ଟଙ୍କା ଦେଲେ ମିଳିବ NOC । ଘରୋଇ ସ୍କୁଲକୁ NOC ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଭଦ୍ରକ ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଭିଜିଲାନ୍ସ ହାବୁଡ଼......

ଘରୋଇ ସ୍କୁଲକୁ NOC ଦେବାକୁ ନେଉଥିଲେ ଲାଞ୍ଚ, ୧୦ ହଜାର ଟଙ୍କା ସହ ଧରାପଡ଼ିଲେ ଜୁନିଅର ଆସିଷ୍ଟାଣ୍ଟ

ଖରା ନକମିଲେ ବଢ଼ିପାରେ ସ୍କୁଲ ଛୁଟି, ପରିସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି

June 05, 2026

ଭୁବନେଶ୍ବର ୫।୬: ରାଜ୍ୟରେ ବଢ଼ିପାରେ ଖରାଛୁଟି । ଖରାଛୁଟି ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖରାଛୁଟି ବଢ଼ିବ କି ନାହିଁ ତାହା ସମୟ କହିବ । ସେହି ସମୟର......

ଖରା ନକମିଲେ ବଢ଼ିପାରେ ସ୍କୁଲ ଛୁଟି, ପରିସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି