Live Live
LIVE

ରାଜ୍ୟ

ନକ୍ସଲ ଦମନ ଅପରେସନ ବେଳେ IED ବ୍ଲାଷ୍ଟ, କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ନକ୍ସଲ ଦମନ ଅପରେସନ ବେଳେ IED ବ୍ଲାଷ୍ଟ, କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

February 22, 2026

ରାଉରକେଲା ୨୨।୦୨ : ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ଦମନ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । CRPF- ୨୦୯ କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର। ଦୁଇ ଯବାନ ହେଉଛନ୍ତି ଦିନେଶ ରାଉତ ଏବଂ ବଲଜିନ୍ଦର । ଉଭୟ ହେଡ୍ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ। ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବି...

ଥମୁନି ହାତୀ-ମଣିଶ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ଦଳିଦେଲା ଦନ୍ତା

February 22, 2026

ଦିଗପହଣ୍ଡି ୨୨।୦୨ : ହାତୀ-ମଣିଷ ଲଢେଇ। ହାତୀ ଆକ୍ରମଣରେ ୨ ମୃତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲମେରିପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବ......

ଥମୁନି ହାତୀ-ମଣିଶ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ଦଳିଦେଲା ଦନ୍ତା

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାରଠୁ ୨ ଦିନ ଘଡ଼ିଘଡ଼ି ସହ ବର୍ଷାର ସମ୍ଭାବନା

February 22, 2026

ଭୁବନେଶ୍ୱର ୨୨।୦୨ : ଆସନ୍ତା ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୩ ତାରିଖ(ସୋମବାର) ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି......

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାରଠୁ ୨ ଦିନ ଘଡ଼ିଘଡ଼ି ସହ ବର୍ଷାର ସମ୍ଭାବନା

ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

February 22, 2026

ଝାରସୁଗୁଡା, ୨୨/୦୨ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପୋଲିସ ଅଧିକାରୀ । ଝାରସୁଗୁଡା ଜିଲ୍ଲାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଥିବା......

ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’- ଧର୍ମେନ୍ଦ୍ର ପ୍ରଧାନ

February 21, 2026

ନୂଆଦିଲ୍ଲୀ/ଭୁବନେଶ୍ୱର: ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେ......

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’- ଧର୍ମେନ୍ଦ୍ର ପ୍ରଧାନ