ରାଜ୍ୟ

ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ଯାଇଛି ଜୀବନ, ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ

ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ଯାଇଛି ଜୀବନ, ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ

February 24, 2026

ଭୁବନେଶ୍ୱର ୨୪/୦୨: ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଛନ୍ତି । ସେହିଭଳି...

ପ୍ରେମ ପାଇଁ ଡବଲ୍ ମର୍ଡର : ପ୍ରେମିକ ସହ ମିଶି ମା’-ଭାଇକୁ ମାରିଦେଲା ନାବାଳିକା !

February 24, 2026

ବୋରିଗୁମ୍ମା ୨୪।୨: ପ୍ୟାର୍ କେ ଲିୟେ କୁଛ୍ ଭି କରେଗା । ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା ଝିଅ । ପ୍ରେମିକ ସହ ମିଶି ଘଟାଇଲା ନାରକୀୟ କାଣ୍ଡ । ମା’ ଓ ଭାଇକୁ ଝିଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆ......

ପ୍ରେମ ପାଇଁ ଡବଲ୍ ମର୍ଡର : ପ୍ରେମିକ ସହ ମିଶି ମା’-ଭାଇକୁ ମାରିଦେଲା ନାବାଳିକା !

୬ ଲକ୍ଷ ଲିଟର ପାଣିରେ ଲିଭିଲାନି ସୁପର ମାର୍ଟ ନିଆଁ, ଭୁଶୁଡ଼ିପାରେ ପୁରା ବିଲ୍ଡିଂ, ବାହାରକୁ ଆସିଗଲେ ଆଗ୍ନିକ

February 24, 2026

ଭୁବନେଶ୍ୱର ୨୪।୦୨ : ସୁପରମାର୍ଟ ଅସୁରକ୍ଷିତ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ସୁପର ମାର୍ଟ ଏବେ ଅସୁରକ୍ଷିତ । ପୁରା ବିଲଡିଂକୁ ଅସୁରକ୍ଷିତ ଘୋଷଣା କରିଛି ଅଗ୍ନିଶମ ବାହିନୀ । ସବୁ ଆଗ୍ନିକଙ୍କୁ କୋଠା ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେ......

୬ ଲକ୍ଷ ଲିଟର ପାଣିରେ ଲିଭିଲାନି ସୁପର ମାର୍ଟ ନିଆଁ, ଭୁଶୁଡ଼ିପାରେ ପୁରା ବିଲ୍ଡିଂ, ବାହାରକୁ ଆସିଗଲେ ଆଗ୍ନିକ

ଦୁର୍ଘଟଣାମୁକ୍ତ ହେବ ଏନ୍ଏଚ୍-୧୬ : ଲାଗିବ ସାଇନବୋର୍ଡ, ଝଲସିବ ହାଇମାଷ୍ଟ ଲାଇଟ୍

February 24, 2026

ଭୁବନେଶ୍ୱର ୨୪।୨: ଏଣିକି ଏନ୍ଏଚ୍ ୧୬ରେ ଗାଡ଼ି ଚାଳନା ସହଜ ଓ ଦୁର୍ଘଟଣାମୁକ୍ତ ହେବ । ୫୩୦ କି.ମି. ଦୂର ଯାଏ ଲମ୍ବିଥିବା ଏନ୍ଏଚ୍ ସାରା ବିଶାଳକାୟ ସାଇନ୍ ବୋର୍ଡ ଲାଗିବ । ରାସ୍ତା ସାରା ରୋଡ ଷ୍ଟଡ୍ ଓ ମେଡିଆନ୍ ଖଞ୍ଜାଯିବ । ଗୁରୁତ୍ଵପୂର୍ଣ୍ଣ......

ଦୁର୍ଘଟଣାମୁକ୍ତ ହେବ ଏନ୍ଏଚ୍-୧୬ : ଲାଗିବ ସାଇନବୋର୍ଡ, ଝଲସିବ ହାଇମାଷ୍ଟ ଲାଇଟ୍

ଶୈଳବାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର, କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା

February 24, 2026

କଟକ ୨୪।୨: କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ପ୍ରସଙ୍ଗରେ କଠୋର ହେଲେ କଲେଜ କର୍ତ୍ତୃପକ୍ଷ । ଜିଲ୍ଲା ପ୍ରଶାସନର ତାଗିଦ ପରେ ମଙ୍ଗଳବାର କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶକୁ ବାରଣ କରାଯାଇଛି । କଲେଜ ମୁଖ୍ୟ ଫାଟକ ସ......

ଶୈଳବାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର, କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା