ଦେଶ

ଇଂରାଜୀ ଶିଖିବାକୁ ଆସି ଜେଲ୍‌ ଯାଇଥିଲେ ଜାପାନୀ ଯୁବକ, ୭ ବର୍ଷ ପରେ ମିଳିଲା ୭୫ ହଜାର ଟଙ୍କା

ଇଂରାଜୀ ଶିଖିବାକୁ ଆସି ଜେଲ୍‌ ଯାଇଥିଲେ ଜାପାନୀ ଯୁବକ, ୭ ବର୍ଷ ପରେ ମିଳିଲା ୭୫ ହଜାର ଟଙ୍କା

August 24, 2026

ନୂଆଦିଲ୍ଲୀ: ଇଂରାଜୀ ଶିଖିବାକୁ ଆସି ୧୯ ଦିନ ଜେଲରେ ରହିଥିବା ଜଣେ ଜାପାନୀ ନାଗରିକଙ୍କୁ ୭ ବର୍ଷର ଆଇନଗତ ଲଢ଼େଇ ପରେ ୭୫,୦୦୦ ଟଙ୍କା କ୍ଷତିପୂରଣ ମିଳିଛି। ୨୦୧୯ ମସିହାରେ ବେଙ୍ଗାଲୁରୁ ପୁଲିସ୍ ଦ୍ୱାରା ବେଆଇନ ଭାବରେ ଗିରଫ କରାଯାଇଥିବା  ହେତୁ କର୍ଣ୍ଣାଟକ ସରକାର ଚଳିତ ବର୍ଷ ଜୁନ୍ ମାସରେ ତାଙ୍କୁ ଏହି ଅର୍ଥ ପ୍ରଦାନ...

ଠିକା କର୍ମଚାରୀରେ ଚାଲିଛି ସରକାରୀ କମ୍ପାନି ! କେନ୍ଦ୍ରରେ ଖାଲି ପଦବୀ ସଂଖ୍ୟା ୧୦ ବର୍ଷରେ ହୋଇଛି ୨ ଗୁଣ

August 24, 2026

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ବୃଦ୍ଧି ଏବଂ ସରକାରୀ ଚାକିରି ପାଇଁ ଲକ୍ଷ ଲକ୍ଷ ଭାରତୀୟ ଯୁବକ ଯୁବତୀ ସଂଘର୍ଷ କରୁଥିବାବେଳେ ଏକ ଆରଟିଆଇ ତଥ୍ୟରୁ ଆଶ୍ଚର୍ଯ୍ୟ କଳା ଭଳି ତଥ୍ୟ ସାମ୍ନାକୁ ଆସିଛି । ଗତ ୧୦ ବର୍ଷରେ କେନ୍ଦ୍ର ସରକାରରେ ଖାଲି ପ......

ଠିକା କର୍ମଚାରୀରେ ଚାଲିଛି ସରକାରୀ କମ୍ପାନି ! କେନ୍ଦ୍ରରେ ଖାଲି ପଦବୀ ସଂଖ୍ୟା ୧୦ ବର୍ଷରେ ହୋଇଛି ୨ ଗୁଣ

ପାଟନା ଏୟାରପୋର୍ଟରେ ଲ୍ୟାଣ୍ଡିଂ କାଳରେ Air India ବିମାନ ସହ ଧକ୍କା ଲାଗିଲା ପକ୍ଷୀ, ସୁରକ୍ଷିତ ବର୍ତ୍ତିଲେ ୧୬୪ଯାତ୍ରୀ

August 24, 2026

ପାଟନା: ବିହାର ରାଜଧାନୀ ପାଟନା ବିମାନ ବନ୍ଦରରେ ସୋମବାର ପୂର୍ବାହ୍ନରେ ଦିଲ୍ଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ବାର୍ଡ ହିଟ୍ ଶିକାର ହୋଇଛି। ଲ୍ୟାଣ୍ଡିଂ କାଳରେ ବିମାନର ଡାହାଣପଟ ଇଞ୍ଜିନ ନିକଟରେ ପକ୍ଷୀ ଧକ୍କା ଲାଗିଥିବା ପାଇଲଟ ଆଶଙ୍କା କର......

ପାଟନା ଏୟାରପୋର୍ଟରେ ଲ୍ୟାଣ୍ଡିଂ କାଳରେ Air India ବିମାନ ସହ ଧକ୍କା ଲାଗିଲା ପକ୍ଷୀ, ସୁରକ୍ଷିତ ବର୍ତ୍ତିଲେ ୧୬୪ଯାତ୍ରୀ

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ; ଲାଗିଲା ଟ୍ରାଫିକ ଜାମ୍‌, ବିମାନ ସେବା ବାଧାପ୍ରାପ୍ତ

August 24, 2026

 ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର (Delhi-NCR) ସମେତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରୀଦାବାଦରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରତିକୂଳ ପାଣିପାଗ ହେତୁ ବିମାନ ଚଳାଚଳ ସହ ସଡ଼କ ପରିବହନ ଗୁରୁତର ଭାବରେ......

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ; ଲାଗିଲା ଟ୍ରାଫିକ ଜାମ୍‌, ବିମାନ ସେବା ବାଧାପ୍ରାପ୍ତ

୪ ହାତ ୪ ଗୋଡ଼ ନେଇ ଜନ୍ମ ହେଲା ଶିଶୁ ! ଡାକ୍ତର ବି ଆଶ୍ଚର୍ଯ୍ୟ, ଦେଖିବାକୁ ହସ୍ପିଟାଲରେ ଭିଡ଼

August 24, 2026

ଭୋପାଳ: କୁନି ଅତିଥି ଘରକୁ ଆସିବ। ସମସ୍ତେ ଚାତକ ପରି ଚାହିଁ ରହିଥିଲେ। ପିଲାଟି ଜନ୍ମ ହେଲା। କିନ୍ତୁ ଡାକ୍ତର ଦେଖି ଆଶ୍ଚର୍ଯ୍ୟ। ଜନ୍ମ ନେଲା ବିରଳ ନବଜାତ ଶିଶୁ। ୪ଟି ହାତ ୪ ଗୋଡ଼। ଘଟଣା ଦେଖି ହସ୍ପିଟାଲର ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ଆ......

୪ ହାତ ୪ ଗୋଡ଼ ନେଇ ଜନ୍ମ ହେଲା ଶିଶୁ ! ଡାକ୍ତର ବି ଆଶ୍ଚର୍ଯ୍ୟ, ଦେଖିବାକୁ ହସ୍ପିଟାଲରେ ଭିଡ଼