ବିଦେଶ

ସରିବନି ଯୁଦ୍ଧ, ଚାଲିବ ୪ ସପ୍ତାହ : ଆମେରିକାର ପ୍ଲାନ୍ କହିଦେଲେ ଡୋନାଲ୍ଡ ଟ୍ରମ୍ପ୍

ସରିବନି ଯୁଦ୍ଧ, ଚାଲିବ ୪ ସପ୍ତାହ : ଆମେରିକାର ପ୍ଲାନ୍ କହିଦେଲେ ଡୋନାଲ୍ଡ ଟ୍ରମ୍ପ୍

March 02, 2026

ନ୍ୟୁୟର୍କ, ୦ /୦୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ୬ରୁ ଅଧିକ ଦେଶ ଉପରେ ମିସାଇଲ ଆକ୍ରମଣ କରୁଛି ଇରାନ । ଅନ୍ୟ ଦିଗରେ ଇରାନ ଉପରେ ମିଳିତ ଭାବେ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । କେହି କାହାରିକୁ ଛାଡିବାକୁ ନାରାଜ । ତେବେ ଏହି ଯୁଦ୍ଧ ମାସେ ଧରି ଚାଲିବ ବୋଲି ଅନୁମାନ କରାଯ...

ପାକିସ୍ତାନରେ ବେକାବୁ ହେଲା ଇରାନ ସମର୍ଥିତ ଆନ୍ଦୋଳନ: ହିଂସକ ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୧ ପାର୍

March 01, 2026

ଇସ୍ଲାମାବାଦ: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ରବିବାର ପାକିସ୍ତାନରେ ହିଂସକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଥିଲା। ହେଲେ......

ପାକିସ୍ତାନରେ ବେକାବୁ ହେଲା ଇରାନ ସମର୍ଥିତ ଆନ୍ଦୋଳନ: ହିଂସକ ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୧ ପାର୍

ୟୁଏସଏସ୍ ଆବ୍ରାହମ ଲିଙ୍କନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ୍‌, ଚିନ୍ତାରେ ଆମେରିକା !

March 01, 2026

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହିତ ସାମରିକ ସଂଘର୍ଷ ବୃଦ୍ଧି ପାଇବା ମଧ୍ୟରେ ଇରାନ ଏକ ବଡ଼ ଦାବି କରିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡ ବା IRGC କହିଛି ଯେ, ଏହା ଆମେରିକୀୟ ନୌସେନା ବିମାନ ବାହକ USS ଆବ୍ରାହମ ଲିଙ୍କନକୁ ଟାର୍ଗେଟ କର......

 ୟୁଏସଏସ୍ ଆବ୍ରାହମ ଲିଙ୍କନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ୍‌, ଚିନ୍ତାରେ ଆମେରିକା !

ଆଶା ଠାରୁ ଅଧିକ ସଫଳ ହେଲୁ, ଗୋଟିଏ ଥରରେ ୪୭ ଇରାନୀ ନେତା ସଫା, ନୂଆ ନେତୃତ୍ୱ ଆଲୋଚନା କରିବାକୁ ରାଜି: ଟ୍ରମ୍ପଙ୍କ ବଡ଼ ଦାବି

March 01, 2026

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନ ଉପରେ ଆକ୍ରମଣକୁ ସଫଳ ଓ ଆଶା ଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ଦର୍ଶାଇଛନ୍ତି। ଇସ୍ରାଏଲ ସହିତ କରିଥିବା ମିଳିତ ସାମରିକ ଅପରେସନରେ ୪୮ ଜଣ ଇରାନୀ ନେତା ନିହତ ହୋଇଛନ୍ତି......

ଆଶା ଠାରୁ ଅଧିକ ସଫଳ ହେଲୁ, ଗୋଟିଏ ଥରରେ ୪୭ ଇରାନୀ ନେତା ସଫା, ନୂଆ ନେତୃତ୍ୱ ଆଲୋଚନା କରିବାକୁ ରାଜି: ଟ୍ରମ୍ପଙ୍କ ବଡ଼ ଦାବି

ପ୍ରତିବାଦକାରୀଙ୍କୁ ବୁଝାଇବାକୁ ଯାଇ ଫସିଲେ ମୋହସିନ ନକଭୀ, ଧକ୍କା ମାରି ବିଦା କଲେ ଲୋକେ

March 01, 2026

ନୂଆଦିଲ୍ଲୀ: ଇରାନ୍ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଇରାନ୍ର ବହୁ ଶୀର୍ଷ ନେତାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ମଧ୍ୟ ସାମିଲ । ସେପଟେ ଖା......

ପ୍ରତିବାଦକାରୀଙ୍କୁ ବୁଝାଇବାକୁ ଯାଇ ଫସିଲେ ମୋହସିନ ନକଭୀ, ଧକ୍କା ମାରି ବିଦା କଲେ ଲୋକେ