Live Live

ବିଦେଶ

Iran War : ଧ୍ୱଂସ ହେବ ଇରାନ ! ଆମେରିକା ପଠାଇଲା ୩୫୦୦ କମାଣ୍ଡୋ, ପହଁଚିଲା USS ତ୍ରିପୋଲି

Iran War : ଧ୍ୱଂସ ହେବ ଇରାନ ! ଆମେରିକା ପଠାଇଲା ୩୫୦୦ କମାଣ୍ଡୋ, ପହଁଚିଲା USS ତ୍ରିପୋଲି

March 29, 2026

ତେହେରାନ,୨୯ /୦୩: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଯୁଦ୍ଧ ଚାଲିଛି । ଯାହା ଆଗକୁ ନେଇପାରେ ଆହୁରି ଭୟଙ୍କର ରୂପ । କାରଣ ଏଠାରେ ଆମେରିକା ୩୫୦୦ରୁ ଅଧିକ ଘାତକ କମାଣ୍ଡୋଙ୍କୁ ମୁତୟନ କରିଛି । ଯାହା ପରିସ୍ଥିତିକୁ ଅଧିକ ବିଗାଡି ଦେଇଛି । ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ, ଅତ୍ୟାଧୁନିକ ଯୁଦ...

ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ବଦଳୁଛି ପରିସ୍ଥିତି, ଚେତାବନୀ ଜାରି କଲା ‘ରୋସାଟମ’

March 28, 2026

ତେହେରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏକ ଏପରି ରିପୋର୍ଟ ଆସୁଛି ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଋଷିଆର ଏକ ସରକାରୀ ନ୍ୟୁକ୍ଲିୟର କମ୍ପାନୀ ‘ରୋସାଟମ’ ମୁଖ୍ୟ ୨୮ ମାର୍ଚ୍ଚ ଶନିବାର କହିଛନ୍ତି ଯେ ଇରାନର ବୁଶହର ନ୍ୟୁକ୍ଲିୟର ପ୍ଲାଣ୍ଟର ପ......

ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ବଦଳୁଛି ପରିସ୍ଥିତି, ଚେତାବନୀ ଜାରି କଲା ‘ରୋସାଟମ’

ରୁଷକୁ ବାଧୁଛି ଯୁଦ୍ଧ ଖର୍ଚ୍ଚ, ୨୫ ବର୍ଷ ପରେ ଆରମ୍ଭ କଲା ସୁନା ବିକ୍ରି

March 28, 2026

ନୂଆଦିଲ୍ଲୀ:ନିଅଣ୍ଟିଆ ବଜେଟ ଏବଂ ଲଗାତାର ବଢ଼ୁଥିବା ସୈନ୍ୟ ଖର୍ଚ୍ଚର ଚାପକୁ ନେଇ ଚିନ୍ତାରେ ରୁଷ । ଏମିତିରେ ଏହାର ସମାଧାନ ପାଇଁ ରୁଷ ନିଜର କେନ୍ଦ୍ରୀୟ ବ୍ୟାଙ୍କର ଭଣ୍ଡାରରୁ ସୁନା ବିକ୍ରି କରିବା ଆରମ୍ଭ କରିଛି। ବଡ଼ କଥା ହେଲା ଗତ ୨୫ ବର୍ଷ......

ରୁଷକୁ ବାଧୁଛି ଯୁଦ୍ଧ ଖର୍ଚ୍ଚ, ୨୫ ବର୍ଷ ପରେ ଆରମ୍ଭ କଲା ସୁନା ବିକ୍ରି

US May Abandon NATO: ଇରାନ ଯୁଦ୍ଧ ମଝିରେ 'ନାଟୋ'କୁ ଟ୍ରମ୍ପଙ୍କ ବଡ଼ ଧମକ: କହିଲେ 'କାପୁରୁଷ'

March 28, 2026

ୱାଶିଂଟନ୍ / ମିଆମି: ଇରାନ ସହ ଚାଲିଥିବା ଯୁଦ୍ଧ ଏବେ ପଞ୍ଚମ ସପ୍ତାହରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସଙ୍କେତ ଦେଇଛନ୍ତି। ଶୁକ୍ରବାର ଦିନ (ମାର୍ଚ୍ଚ ୨୭) ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ମଧ୍ୟପ୍ରାଚ୍ୟରେ......

US May Abandon NATO: ଇରାନ ଯୁଦ୍ଧ ମଝିରେ 'ନାଟୋ'କୁ ଟ୍ରମ୍ପଙ୍କ ବଡ଼ ଧମକ: କହିଲେ 'କାପୁରୁଷ'

US Iran War: ୟୁଏଇରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଦୁବାଇରେ ମିସାଇଲ୍ ମାଡ଼ କଲା ଇରାନ୍

March 28, 2026

ନୂଆଦିଲ୍ଲୀ: ଇରାନ୍ ଉପରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଆକ୍ରମଣ କରିଥିଲେ । ଏହି ଯୁଦ୍ଧକୁ ୩୦ ଦିନ ବିତିଛି, କିନ୍ତୁ ତୀବ୍ରତା ବୃଦ୍ଧି ପାଇଛି । ଇରାନ୍ ଦେଉଛି ଜୋରଦାର ଜବାବ । ଇସ୍ରାଏଲ ସମେତ ନିଜର ପଡ଼ୋଶୀ ଗଲ୍ଫ ଦେଶଙ୍କୁ ଟାର୍ଗେ......

US Iran War: ୟୁଏଇରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଦୁବାଇରେ ମିସାଇଲ୍ ମାଡ଼ କଲା ଇରାନ୍