ଅପରାଧ

ଫରେଷ୍ଟର ବ୍ୟାସଦେବ ମୃତ୍ୟୁ ଘଟଣାରେ ଛାନଭିନ୍‌, ପରିବାର କହିଲେ ମାନସିକ ଚାପ ହିଁ ନେଲା ଜୀବନ

ଫରେଷ୍ଟର ବ୍ୟାସଦେବ ମୃତ୍ୟୁ ଘଟଣାରେ ଛାନଭିନ୍‌, ପରିବାର କହିଲେ ମାନସିକ ଚାପ ହିଁ ନେଲା ଜୀବନ

September 21, 2026

ବଲାଙ୍ଗୀର ୨୧।୦୯ : ବଲାଙ୍ଗିର ଫରେଷ୍ଟ ରେଞ୍ଜ ଷ୍ଟାଫ୍ କ୍ୱାର୍ଟର୍ସରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଛାନଭିନ୍ ଚାଲିଥିବା ବେଳେ, କାର୍ଯ୍ୟକ୍ଷେତ୍ରରେ ମାନସିକ ଚାପ ଓ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ସଦର ରେଞ୍ଜ କାର୍ଯ୍ୟାଳୟ ପଛପଟ...

ଗଞ୍ଜାମରେ ଅନଲାଇନ୍ ବେଟିଂ ଆପ୍ ରାକେଟ୍‌ର ପର୍ଦ୍ଦାଫାସ୍, ୩ ଗିରଫ; ୭୮ ଏଟିଏମ୍ କାର୍ଡ ଜବତ

September 20, 2026

ସମ୍ବଲପୁର ୨୦।୯: ଅନଲାଇନ୍ ବେଟିଂ ଆପ୍ ରାକେଟ୍ର ପର୍ଦ୍ଦାଫାସ୍। ୩ ଅଭିଯୁକ୍ତ ଗିରଫ। ୭୮ଟି ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ। ଅନଲାଇନ୍ ବେଟିଂ ଜରିଆରେ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ରାକେଟ୍ର ପର୍ଦ୍ଦାଫାସ୍ କରିଛ......

ଗଞ୍ଜାମରେ ଅନଲାଇନ୍ ବେଟିଂ ଆପ୍ ରାକେଟ୍‌ର ପର୍ଦ୍ଦାଫାସ୍, ୩ ଗିରଫ; ୭୮ ଏଟିଏମ୍ କାର୍ଡ ଜବତ

ଚୋରି ପରେ ଚୋରଙ୍କ ଅଜବ କାଣ୍ଡ, ଧରାପଡ଼ିବା ଭୟରେ ଜଙ୍ଗଲରେ ଛାଡ଼ି ପଳାଇଲେ ସ୍କୁଟର

September 20, 2026

ଉଦଳା ୨୦।୯: ଜଙ୍ଗଲ ଭିତରୁ ମିଳିଲା ସ୍କୁଟର । ସକାଳୁ ସକାଳୁ ଗୋରୁ ଚରାଳି ସ୍କୁଟର ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଖୋଲିଗଲା ସ୍କୁଟର ପଛର ସବୁ ରହସ୍ୟ । ଚୋରି ପରେ ଜଙ୍ଗଲରେ ସ୍କୁଟର ଛାଡ଼ି ପଳାଇଲେ......

ଚୋରି ପରେ ଚୋରଙ୍କ ଅଜବ କାଣ୍ଡ, ଧରାପଡ଼ିବା ଭୟରେ ଜଙ୍ଗଲରେ ଛାଡ଼ି ପଳାଇଲେ ସ୍କୁଟର

Naxal commander killed: ନକ୍ସଲ କମାଣ୍ଡର ବ୍ରିଜେଶ ସିଂହ ଏନକାଉଣ୍ଟରରେ ନିହତ, ମୁଣ୍ଡ ଉପରେ ଥିଲା ୩୦ ଲକ୍ଷର ପୁରସ୍କାର

September 20, 2026

ବାରାଣସୀ ୨୦।୯: ଝାଡ଼ଖଣ୍ଡର ନକ୍ସଲ କମାଣ୍ଡରକୁ ବାରାଣସୀରେ ଏନକାଉଣ୍ଟର। ବାରାଣସୀ ରାମନଗର ଥାନା ଅଞ୍ଚଳରେ ୟୁପି ଏଟିଏସ୍ ଏବଂ ପୋଲିସର ମିଳିତ ଅପରେସନ । ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ କମାଣ୍ଡର ବ୍ରିଜେଶ ସିଂହ ନିହତ । ମୁଣ୍ଡ ଉପରେ ଲାଗିଥିଲା......

Naxal commander killed: ନକ୍ସଲ କମାଣ୍ଡର ବ୍ରିଜେଶ ସିଂହ ଏନକାଉଣ୍ଟରରେ ନିହତ, ମୁଣ୍ଡ ଉପରେ ଥିଲା ୩୦ ଲକ୍ଷର ପୁରସ୍କାର

ନକଲି ଏମଭିଆଇଙ୍କ କାରନାମା, ଫେକ୍ ଚେକିଂ ସହ ସରକାରୀ ଚାକିରି ନାଁରେ ଠକୁଥିଲେ

September 19, 2026

ବାଲିଗୁଡ଼ା: ପରିଚୟ ଦେଉଥିଲେ ଆର୍ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବୋଲି । ଠାଣି ବି ରଖିଥିଲେ ସେଭଳି । ଖାଲି କ’ଣ ଠାଣି ? ଅଧିକାରୀଙ୍କ ଭଳି ଡ଼ି ବି ଚଢ଼ି ଯାଉଥିଲେ... ରେଡ୍ ବି କରୁଥିଲେ... ହେଲେ ଏସବୁ କିନ୍ତୁ ଥିଲା ପୂରା ମି......

ନକଲି ଏମଭିଆଇଙ୍କ କାରନାମା, ଫେକ୍ ଚେକିଂ ସହ ସରକାରୀ ଚାକିରି ନାଁରେ ଠକୁଥିଲେ