Live Live

ବାଣିଜ୍ୟ

ସପ୍ତାହକରେ ୧୦ ଟଙ୍କା ମହଙ୍ଗା ହେଲା ଅଣ୍ଡା, ଚିକେନ ଦର ବି ବଢିଛି

ସପ୍ତାହକରେ ୧୦ ଟଙ୍କା ମହଙ୍ଗା ହେଲା ଅଣ୍ଡା, ଚିକେନ ଦର ବି ବଢିଛି

June 15, 2026

ହାଇଦ୍ରାବାଦ: ଅଣ୍ଡା ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଅଣ୍ଡା ଓ ଚିକେନ ଦର ବଢିଛି। ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ସପ୍ତାହେ ହେଲା ଲୋକେ ବର୍ଦ୍ଧିତ ଦରରେ ଅଣ୍ଡା ଓ ଚିକେନ କିଣୁଥିବା ଜଣାପଡିଛି। ଗଣମାଧ୍ୟମକୁ ସ୍ଥାନୀୟ ବ୍ୟବସାୟୀ ଦେଇଥିବା ସୂଚନା ଅନୁସାରେ ଗତ ଏକ ସପ୍ତା...

ହର୍ମୁଜ ପାର କଲା ଭାରତୀୟ ପରିବହନ ପୋତ ‘ଦିଶା’, ଜାହାଜରେ ଅଛି ୬୨,୩୭୦ ମେଟ୍ରିକ LNG ଗ୍ୟାସ୍

June 15, 2026

ନୂଆଦିଲ୍ଲୀ: ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ (ଏସସିଆଇ) ନେତୃତ୍ୱରେ ଏକ କନସୋର୍ଟିୟମ ଦ୍ୱାରା ସଞ୍ଚାଳିତ ଭାରତୀୟ ଏଲଏନଜି କ୍ୟାରିୟର ‘ଦିଶା’ ସୋମବାର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ପାର କରିଛି। ଏସସିଆଇର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତ......

ହର୍ମୁଜ ପାର କଲା ଭାରତୀୟ ପରିବହନ ପୋତ ‘ଦିଶା’, ଜାହାଜରେ ଅଛି ୬୨,୩୭୦ ମେଟ୍ରିକ LNG  ଗ୍ୟାସ୍

ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତିରେ ରେକର୍ଡ ବୃଦ୍ଧି, ପହଞ୍ଚିଲା ୪୩ ମାସର ସର୍ବୋଚ୍ଚ ସ୍ତରରେ

June 15, 2026

ନୂଆଦିଲ୍ଲୀ: ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପରେ ଆସିଛି ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ। ବାଣିଜ୍ୟ ମନ୍ତ୍ରଣାଳୟ ସୋମବାର ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ ଜାରି କରିଛି। ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ, ମେ ମାସରେ ପାଇକାରୀ......

ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତିରେ ରେକର୍ଡ ବୃଦ୍ଧି, ପହଞ୍ଚିଲା ୪୩ ମାସର ସର୍ବୋଚ୍ଚ ସ୍ତରରେ

ସାରା ଦୁନିଆରେ କମିଲାଣି ମଦ ବେପାର, ହେଲେ ଭାରତରେ କାହିଁକି ବଢ଼ୁଛି ଚାହିଦା ?

June 13, 2026

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ମଦ ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁ ସମୟରେ ଆମେରିକା, ୟୁରୋପ ଏବଂ ଚୀନ୍ ଭଳି ବଡ଼ ବଡ଼ ଦେଶଗୁଡ଼ିକରେ ମଦର ଚାହିଦା ଓ ବିକ୍ରି ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି, ସେତେବେଳେ ଭା......

ସାରା ଦୁନିଆରେ କମିଲାଣି ମଦ ବେପାର, ହେଲେ ଭାରତରେ କାହିଁକି ବଢ଼ୁଛି ଚାହିଦା ?

ତାମିଲନାଡୁରେ ବନ୍ଦ ହୋଇଯିବ କି Tataର Apple iPhone factory ? 

June 13, 2026

ବେଙ୍ଗାଲୁରୁ: ତାମିଲନାଡୁର ହୋସୁରସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ର ଆପଲ୍ ଆଇଫୋନ୍ ପାର୍ଟସ୍ ତିଆରି କରୁଥିବା କାରଖାନା ଏବେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। କାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଜଳ ଯୋଗୁଁ ନିକଟସ୍ଥ ଚାଷଜମି ଏବଂ ଭୂତଳ ଜଳ ପ......

ତାମିଲନାଡୁରେ ବନ୍ଦ ହୋଇଯିବ କି Tataର Apple iPhone factory ?