ଭୁବନେଶ୍ବର ୧୯।୮: ପୁଣି ଥାର୍ ଗାଡ଼ି ଆତଙ୍କ । ଭୁବନେଶ୍ଵର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ କୌଶଲ୍ୟାଗଙ୍ଗା ଫାଣ୍ଡି ଅଧିନ ଗୁଡିଆପୋଖରୀ ନିକଟରେ ଷଣ୍ଢ ଏବଂ ବାଇକ୍କୁ ପିଟିଲା ଥାର୍ ଗାଡ଼ି । ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ୍ ହସ୍ପିଟାଲ୍ରେ ବାଇକ୍ ଚାଳକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଭୋର ସମୟରେ ଥାର୍ ଗାଡ଼ିଟି ପୁରୀରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ଗୁଡିଆପୋଖରୀ ନିକଟରେ ଦୁର୍ଘଟଣା ଘଟିଥିଲା । ପୋଲିସ ଉଭୟ ଥାର୍ ଏବଂ ବାଇକ୍କୁ ଜବତ କରିଛି ।

Also Read:- ପ୍ରଥମ ବନ୍ୟାର ପାଣି ଛାଡ଼ିନି, ପୁଣି ବଢ଼ିଲା ସୁବର୍ଣ୍ଣରେଖା ; ନଦୀକୁଳିଆଙ୍କୁ ଘାରିଲା ଭୟ

Watch Video: