ଭୁବନେଶ୍ୱର ୦୮।୦୯ : ଅଭିଯୋଗ ଶୁଣାଣି ନେଇ ପରିବହନ ମନ୍ତ୍ରୀଙ୍କ ନୂଆ ବ୍ୟବସ୍ଥା । ଏଣିକି Whatapp ଯୋଗେ ଅଭିଯୋଗ ଶୁଣାଣିର ଆରମ୍ଭ ହେବ। ସପ୍ତାହ ହେଲା whatsapp ରେ ଅଭିଯୋଗର ଶୁଣାଣି ହେଉଛି।

ସେହିପରି ପ୍ରତ୍ୟେକ ଦିନ ଅଭିଯୋଗ ନେବୁ କେତେ ସମାଧାନ କଲୁ ତାର ବୁଲେଟିନ ବି ଦେବୁ। ଅଭିଯୋଗ ଶୁଣିବା ପାଇଁ ଆମେ ସତନ୍ତ୍ର ନମ୍ବର ବି ଦେଇଛୁ। ନମ୍ବର ହେଲା 6371912718। ପ୍ରତ୍ୟେକ ମଙ୍ଗଳବାର ଅଭିଯୋଗର ଶୁଣାଣି ହେବ। ଲୋକଙ୍କୁ ତାର ଉତ୍ତର ବି ଦେବୁ। ଲୋକଙ୍କ ଅଭିଯୋଗକୁ ଶୁଣି ତାର ସମାଧାନ କରିବୁ ।

Watch Video:-