ଭୁବନେଶ୍ୱର ୦୮।୦୬ : ଖୁବଶୀଘ୍ର ଭତ୍ତା ସମସ୍ୟାର ସମାଧାନ । ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ଏହି ସମସ୍ୟା କେବଳ ଓଡ଼ିଶାର ନୁହେଁ, ବରଂ ଅନେକ ରାଜ୍ୟର ସମସ୍ୟା । ସଫ୍ଟୱେରରେ କିଛି ପରିବର୍ତ୍ତନ ହେଉଛି। କାମ ଶୀଘ୍ର ସରିଯିବ ଏବଂ ଆମେ ଆଶା କରୁଛୁ ଏକ ସପ୍ତାହ ମଧ୍ୟରେ ସବୁ ସୁଧାର ହୋଇଯିବ। ପରବର୍ତ୍ତି ସମୟରେ ଲୋକଙ୍କର ଯେତିକି ବକେୟା ଟଙ୍କା ଥିବ ସମସ୍ତ ଟଙ୍କା ଏକଥରକେ ପାଇପାରିବେ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Also Read:-Bhubaneswar News : ରାତିରେ ଯୁବତୀଙ୍କୁ ହୋଟେଲକୁ ଡାକିଲା ପୁରୁଷ ବନ୍ଧୁ, ବଳପୂର୍ବକ କରିଲା ଦୁଷ୍କର୍ମ !

ତେବେ