ମେଷ - ଆସନ୍ତାକାଲି ଦିନଟି ସାଧାରଣ ରହିବ। ସକାଳେ କାମରେ ଗତି ଆସିବ। ନୂତନ ଯୋଜନା ସଫଳ ହେବ। କିଛି ଅଳସତା ଅନୁଭବ ହେବ। ପରିବାରର ସହଯୋଗ ମିଳିବ। ଧନ ଦିଗରେ ମଧ୍ୟମ ଫଳ ମିଳିବ।

ବୃଷ - ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। ମାନସିକ ଚାପ ବଢ଼ିପାରେ। ଧନ କାର୍ଯ୍ୟରେ ସତର୍କ ରୁହନ୍ତୁ। ବିବାଦରୁ ଦୂରେ ରହିବା ଭଲ। ଦୁପର ପରେ ସ୍ଥିତି କିଛି ସୁଧାରିବ। ଶାନ୍ତ ମନେ କାମ କରନ୍ତୁ।

ମିଥୁନ - କିଛି କାମରେ ବାଧା ଆସିପାରେ। ମନରେ ଅସ୍ଥିରତା ଦେଖାଯିବ। ଅତି ତ୍ୱରାରେ ନିଷ୍ପତ୍ତି ନେବେନି। ସକାଳେ ସ୍ଥିତି ଭଲ ରହିବ। ଧୈର୍ଯ୍ୟ ରଖିଲେ ମଧ୍ୟମ ଫଳ ମିଳିବ।

କର୍କଟ - ଦିନଟି ମିଶ୍ରିତ ଫଳ ଦେବ। କାର୍ଯ୍ୟରେ ସତର୍କ ରୁହନ୍ତୁ। କିଛି ଚିନ୍ତା ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଧୈର୍ଯ୍ୟ ରଖିବା ଆବଶ୍ୟକ।

ସିଂହ - ଗୁରୁବାର ଭଲ ସୁଯୋଗ ମିଳିପାରେ। କାର୍ଯ୍ୟରେ ସଫଳତା ଆସିବ। ଉପରୋକ୍ତଙ୍କର ପ୍ରଶଂସା ମିଳିପାରେ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ। ଦିନଟି ଶୁଭ ରହିବ।

କନ୍ୟା - ସକାଳେ ଚନ୍ଦ୍ର ପ୍ରଭାବରୁ ମନ ସ୍ଥିର ରହିବ। କାମ ସହଜରେ ସମ୍ପନ୍ନ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ଆରୋଗ୍ୟ ଦିଗରେ ସତର୍କ ରୁହନ୍ତୁ। ମଧ୍ୟମ ଫଳ ମିଳିବ।

ତୁଳା - ଘାତ ବାର ଥିବାରୁ ଦିନଟି ସତର୍କତାରେ କାଟନ୍ତୁ। କାର୍ଯ୍ୟରେ ବାଧା ଆସିପାରେ। ବିବାଦରୁ ଦୂରେ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ମନସିକ ଚାପ ଦେଖାଯିବ। ଧୈର୍ଯ୍ୟ ରଖନ୍ତୁ।

ବିଛା – ଆସନ୍ତାକାଲି ସମୟ ଆପଣଙ୍କ ପକ୍ଷରେ ରହିବ। କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରରେ ଖୁସି ରହିବ। ଧନ ଲାଭ ହେବ। ଦିନଟି ଭଲ ରହିବ।

ଧନୁ - ଦିନଟି ସାଧାରଣ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଦିଗରେ ଉନ୍ନତି ହେବ। ପରିବାରର ସହଯୋଗ ମିଳିବ। ଯାତ୍ରାର ସମ୍ଭାବନା ରହିଛି। ଧୈର୍ଯ୍ୟ ରଖନ୍ତୁ।

ମକର - ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମିଳିବ। ନୂତନ ସୁଯୋଗ ମିଳିପାରେ। ଉପରୋକ୍ତଙ୍କର ସହଯୋଗ ମିଳିବ। ଧନ ଲାଭ ସମ୍ଭାବନା ରହିଛି। ପରିବାରରେ ଶାନ୍ତି ରହିବ। ଦିନଟି ଶୁଭ ରହିବ।

କୁମ୍ଭ - ଘାତ ବାର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। କାମରେ ବାଧା ଆସିପାରେ। ମନସିକ ଚାପ ବଢ଼ିପାରେ। ଅତି ତ୍ୱରାରେ ନିଷ୍ପତ୍ତି ନେବେନି। ଧନ ଖର୍ଚ୍ଚ ବଢ଼ିପାରେ। ସତର୍କ ରୁହନ୍ତୁ।

ମୀନ - ଆସନ୍ତାକାଲି ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ମନ ଖୁସି ରହିବ। ପରିବାରରେ ଖୁସି ରହିବ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682