ଭୁବନେଶ୍ବର ୧୪।୧: ବାରମ୍ବାର ନିର୍ଦ୍ଦେଶ ଦେବା ପରେ ଖାଲି ପଡ଼ିଥିବା ସରକାରୀ ପଦବୀର ତଥ୍ୟ ଦେଉ ନାହାନ୍ତି ସରକାରୀ ଅଧିକାରୀ । ଗୃହ ବିଭାଗରେ କେତେ ପଦବୀ ଖାଲି ତଥ୍ୟ ଦେଉ ନାହାନ୍ତି ଅଧିକାରୀ । ବାରମ୍ବାର ନିର୍ଦ୍ଦେଶ ପରେ ବି ଦେଉ ନାହାନ୍ତି ତଥ୍ୟ । ପୋଲିସ ଡିଜି, ଅଗ୍ନିଶମ ଡ଼ିଜି, ଜେଲ ଡ଼ିଜିଙ୍କ ସହ ହାଇକୋର୍ଟ ରେଜିଷ୍ଟର ଓ ଜୁଡ଼ିସିଆଲ ଏକାଡେମୀକୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ତୁରନ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ତାରିଖରେ ଥିବା ସଚିବ ସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ।

​​​​​​​